ଗୁଜୁରାଟରେ ନାଲି ପଥର ମୂର୍ତ୍ତି ନିର୍ମାଣ କରୁଥିବା ଓଡିଆ କାଗିଗରଙ୍କ ମୃତ୍ୟୁ
17/09/2019 at 10:03 AM

ସୋର ୧୭।୯: ନାଲି ପଥରରେ କାର୍ଯ୍ୟ କରୁଥିବା ଜଣେ କାରିଗରଙ୍କର ମୁତ୍ୟୁ ହୋଇଯାଇଛି । ସୋର ମୁଳିସିଂ ନୂଆଗାଁର ନାରାୟଣ ମହାନ୍ତିଙ୍କ ପୁଅ ସଞ୍ଜୟ । ଗୁଜୁରାଟରେ ନାଲି ପଥର ମୂର୍ତ୍ତି ନିର୍ମାଣ କରୁଥିଲେ ।
ଗତ ତିନି ମାସ ତଳେ ସେ ଘରକୁ ଫେରିଥିଲେ । ଗତ କିଛିଦିନ ଧରି ସେ ଅସୁସ୍ଥ ରହୁଥିବାରୁ ପରିବାର ପକ୍ଷରୁ ଭୁବନେଶ୍ବର ଏମ୍ସ ହସିପିଟାଲରେ ଚିକିତ୍ସା କରୁଥିଲେ । ସେ ଆଜି ଘରେ ଗୁରୁତର ହୋଇ ପଡିବାରୁ ପରିବାର ଲୋକେ ସୋର ଡାକ୍ତରଖାନା ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Related Posts
ବେଆଇନ କଫ ସିରପ ଘଟଣାର ପର୍ଦ୍ଦାଫାଶ, ୨ ନିଶା ବେପାରୀ ଗିରଫ
28 January 2021