ଚଳନ୍ତା ଟ୍ରାକ୍ଟରରୁ ଖସିପଡି ଶ୍ରମିକଙ୍କ ମୃତ୍ୟୁ
24/06/2019 at 12:36 PM

କଳାହାଣ୍ଡି ୨୪|୬: ଚଳନ୍ତା ଟ୍ରାକ୍ଟରରୁ ଖସି ଶ୍ରମିକଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ମହିମା ପଞ୍ଚାୟତ ଘଣ୍ଟିଗୁଡାଠାରେ ଟ୍ରାକ୍ଟରରୁ ପଡି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଇଟା ବୋଝେଇ କରି ଆସୁଥିବା ସମୟରେ ଟ୍ରାକ୍ଟର ହେଡରେ ବସିଥିବା ଶ୍ରମିକ ମହେଶ୍ବର ପଟେଲ ଭାରସାମ୍ୟ ହରାଇ ପଡିଯାଇଥିଲେ । ଫଳରେ ପଛ ଚକ ମାଡିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021