କୁନି ହାତୀ ଛୁଆର ମୃତ୍ୟୁ

Published By : Prameya-News7 Bureau | August 21, 2020 IST

ସୁନ୍ଦରଗଡ୨୧/୮:  ସୁନ୍ଦରଗଡ ଜିଲ୍ଲା ହେମଗିର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଖଜୁରବାହାଲ ନାଳରେ ଏକ କୁନି ହାତୀ ଛୁଆର ମୃତ ଦେହ ଉଦ୍ଧାର। ନିକଟସ୍ଥ ଗଜନବାହଲ ଜଙ୍ଗଲରୁ ହାତୀମାନେ ପାଣି ପିଇବାକୁ ଆସୁଥିବା ବେଳେ ଛୁଆ ହାତୀ ଟି କାଦୁଆ ନାଳରେ ପଡି ତାର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ବନବିଭାଗ ପହଂଚି ମୃତ ହାତୀ ଛୁଆକୁ ଉଦ୍ଧାର କରି ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.