କୁନ୍ଦୁଲି ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ଆଜି କମିଶନଙ୍କ ନିକଟରେ ହାଜର ହେବେ ପୀଡାତିଙ୍କ ପରିବାର
29/07/2018 at 7:07 AM

କୁନ୍ଦୁଲି ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ଆଜି କମିଶନଙ୍କ ନିକଟରେ ହାଜର ହେବେ ପୀଡାତିଙ୍କ ପରିବାର । ପୂର୍ବରୁ ପୀଡିତାଙ୍କ ପରିବାରକୁ ବାରମ୍ବାର ସମନ ଜାରି ହୋଇଥିଲେ ମଧ୍ୟ ସେମାନେ ହାଜର ହୋଇନଥିଲେ । ତେଣୁ ଆଜି ସେମିଳିଗୁଡାରେ କମିଶନଙ୍କ କାର୍ଯ୍ୟାଳୟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ସମନ ଜାରି କରାଯାଇଛି । ପୂର୍ବରୁ ୬ଟି ପର୍ଯ୍ୟାୟରେ ସରକାରୀ ପକ୍ଷର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି । ୬ଟି ପର୍ଯ୍ୟାୟରେ ୧୪ ଜଣ ନିଜର ସାକ୍ଷ୍ୟ ପ୍ରଦାନ କରିଛନ୍ତି । ତେବେ ଆଜି ପୀଡିତାଙ୍କ ପରିବାର କମିଶନଙ୍କ କାର୍ଯ୍ୟାଳୟକୁ ଆସୁଛନ୍ତି କି ନାହିଁ ତାହା ଉପରେ ନଜର
Related Posts
ଚୋରାଚାଲାଣ ବେଳେ ଧରିଲା ବନବିଭାଗ, ବିପୁଳ ପରିମାଣର ମୁଲ୍ୟବାନ କାଠ୍ ଜବତ
20 January 2021
ରାଉରକେଲାରେ ପୁଣି ଲଜ୍ଜା : ଜଙ୍ଗଲକୁ ନେଇ ଶାଳୀକୁ ଦୁଷ୍କର୍ମ କଲା ଭିଣୋଇ !
20 January 2021
ମମତାର ସ୍ନେହ ଭୁଲିଗଲା ପୁଅ, ମା’କୁ ହାତୁଡିରେ ପିଟି ପିଟି କଲା ହତ୍ୟା
20 January 2021
ହୁତୁ ହୁତୁ ହୋଇ ଜଳିଗଲା ଗଞ୍ଜେଇ ଭର୍ତ୍ତି ଗାଡି
20 January 2021