କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଆଜି ଶୁଣାଣି

Published By : Prameya-News7 Bureau | August 26, 2018 IST

କୋରାପୁଟ ୨୬/୮ : କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଆଜି ଶୁଣାଣି ହେବ । ପୂର୍ବରୁ ମୋଟ୍ ୮ଟି ପର୍ଯ୍ୟାୟରେ ସାକ୍ଷ୍ୟ ଗ୍ରହଣ ସରିଛି। ଉଭୟ ସରକାରୀ ପକ୍ଷ ଓ ପୀଡିତାଙ୍କ ପରିବାର କମିଶନଙ୍କ କାର୍ଯ୍ୟାଳୟରେ ହାଜର ହୋଇ ପକ୍ଷ ରଖି ସାରିଛନ୍ତି । ଆସନ୍ତା ମାସ ୨୫ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ତାହା ପୂର୍ବରୁ ତଦନ୍ତ ସରିବ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି କମିଶନଙ୍କ ସ୍ବତନ୍ତ୍ର କାଉନସେଲ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.