କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଆଜିର ଶୁଣାଣି ଶେଷ
26/08/2018 at 4:35 AM

କୋରାପୁଟ ୨୬/୮ : କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଆଜିର ଶୁଣାଣି ଶେଷ ହେ।ଇଛି । ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ରିପେ।ର୍ଟ ଦିଆଯିବ । ଏନେଇ କମିଶନଙ୍କ ସ୍ବତନ୍ତ୍ର କାଉନସେଲ୍ ସୂଚନା ଦେଇଛନ୍ତି । ପୂର୍ବରୁ ମୋଟ୍ ୮ଟି ପର୍ଯ୍ୟାୟରେ ସାକ୍ଷ୍ୟ ଗ୍ରହଣ ସରିଛି । ଉଭୟ ସରକାରୀ ପକ୍ଷ ଓ ପୀଡିତାଙ୍କ ପରିବାର କମିଶନଙ୍କ କାର୍ଯ୍ୟାଳୟରେ ହାଜର ହୋଇ ପକ୍ଷ ରଖି ସାରିଛନ୍ତି । ଆସନ୍ତା ମାସ ୨୫ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ତାହା ପୂର୍ବରୁ ତଦନ୍ତ ସରିବ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି କମିଶନଙ୍କ ସ୍ବତନ୍ତ୍ର କାଉନସେଲ୍ ।
Related Posts
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021