କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଆରମ୍ଭ ହେଲା ସାକ୍ଷ୍ୟ ଗ୍ରହଣ

Published By : Prameya-News7 Bureau | May 13, 2018 IST

କୁନ୍ଦୁଲି ପୀଡାତିଙ୍କୁ ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା ଜୟପୁର କୋର୍ଟରେ ଆରମ୍ଭ ହେଲା ସାକ୍ଷ୍ୟ ଗ୍ରହଣ କୋର୍ଟରେ ପହଞ୍ଚିଲେ ପଟ୍ଟାଙ୍ଗି ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ତଦନ୍ତକାର ଅଧିକାରୀ ମମତା ପାଣିଗ୍ରାହୀ ବି ପହଞ୍ଚିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.