Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ନୂଆ ଇନିଂସ ଆରମ୍ଭ କରିବେ କୂଳଦୀପ, ଇପ୍‌ସିତାଙ୍କ ସହ ସରିଲା ନିର୍ବନ୍ଧ ; ଡିସେମ୍ବରରେ ହେବ ବିବାହ

8/11/2021 at 8:52 AM

ଭୁବନେଶ୍ୱର ୦୮।୧୧ : ଜଣେ ସଂଗୀତ ଜଗତର ରାଜା, ଆଉ ଜଣେ ରାଣୀ । ଭକ୍ତିଭରା ଗୀତରୁ ରୋମାଣ୍ଟିକ୍‌, ଏମିତିକି ମନ୍ତ୍ରମୁଗ୍ଧକର ଦେଶାତ୍ମକବୋଧକ ସଂଗୀତଯାଏ, ଉଭୟଙ୍କ ସ୍ୱରର ଯାଦୁ କେବଳ ଯୁବପିଢି ନୁହେଁ ବରଂ ସବୁ ବର୍ଗର ଲୋକଙ୍କ ମନ ଜିଣିଛି । ଗତ କିଛି ବର୍ଷ ମଧ୍ୟରେ ସଂଗୀତ ଜଗତରେ ଲୋକପ୍ରିୟତା ହାସଲ କରିଥିବା କଣ୍ଠଶିଳ୍ପୀ କୁଲ୍‌ଦୀପ୍‌ ପଟ୍ଟନାୟକ ଓ ଈପ୍‌ସିତା ପଣ୍ଡା ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ରବିବାର ସାକ୍ଷୀଗୋପାଳଠାରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ବେଳେ ଆସନ୍ତା ଡିସେମ୍ବରରେ ବିବାହ ଉତ୍ସବ ହେବ । ଏହାକୁ ନେଇ ସେମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ମାହୋଲ୍‌ ଦେଖିବାକୁ ମିଳିଛି । ପୂର୍ବରୁ ରାଜଧାନୀ କୁଇନ୍‌ ନାମକ ଗୀତରେ ଉଭୟଙ୍କ ଯୋଡି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା । ଗତ କିଛି ଦିନ ମଧ୍ୟରେ ଉଭୟ ରୋମାଣ୍ଟିକ୍‌ କଣ୍ଠଶିଳ୍ପୀ ଭାବେ ସୁନାମ ଅର୍ଜନ କରିଛନ୍ତି ।

   Related Posts