ଦୁର୍ଘଟଣାରେ କୁଆରମୁଣ୍ଡା ଥାନା ଓଆଇସି ମନୋଜ ନାୟକଙ୍କ ମୃତ୍ୟୁ
5/12/2018 at 12:03 PM

ରାଉରକେଲା ୫/୧୨ : ସଡକ ଦୁର୍ଘଟଣାରେ କୁଆରମୁଣ୍ଡା ଥାନା ଓଆଇସି ମନୋଜ ନାୟକଙ୍କ ମୃତ୍ୟୁ ହୋଇଛି | ଗତକାଲି ରାତିରେ ଡ୍ୟୁଟି ସାରି ନିଜ କାରରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା | ବିଶ୍ରା ଛକ ନିକଟରେ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା |
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021