Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଦିଶା ଟାଇଗର ଲିଭ୍ ଇନ୍‌ରେ…ଏମିତି ଚର୍ଚ୍ଚାରେ କୃଷ୍ଣା ସ୍ରଫ ଖୋଲି କହିଲେ ସତକଥା

22/04/2020 at 1:11 PM

ମୁମ୍ବାଇ ୨୨/୪: କରୋନା ଭାଇରସ୍ ଚକ୍କରରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ଅଛନ୍ତି। ଏହି କଠିନ ସମୟରେ ବଲିଉଡ ଷ୍ଟାରମାନେ ମଧ୍ୟ କ୍ବାରେଣ୍ଟାଇନରେ ଅଛନ୍ତି ଏବଂ ନିଜ ଘରେ ସମୟ ବିତାଉଛନ୍ତି। ବଲିଉଡ କପଲ୍ସ୍ ଏବେ କ୍ବାଲିଟି ଟାଇମ୍ ବିତାଉଛନ୍ତି। ଛାଡ଼ପତ୍ର ପରେ ମଧ୍ୟ ନିଜ ପିଲାଙ୍କ ପାଇଁ ସୁଜାନ୍ ଖାନ୍ ତାଙ୍କ ସ୍ବାମୀ ହ୍ରିତିକ ରୋଶନଙ୍କ ଘରକୁ ଆସିଯାଇଛନ୍ତି। କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ମଧ୍ୟ ପରସ୍ପର ସହ ଏହି ସମୟ ଅତିବାହିତ କରୁଛନ୍ତି। ଏହା ସହିତ ଶୁଣିବାକୁ ମିଳିଥିଲା ଯେ ଦିଶା ପଟାନୀ ଏବଂ ଟାଇଗର ଶ୍ରଫ୍ ମଧ୍ୟ ଏହି ସମୟରେ ଲିଭ ଇନରେ ରହୁଛନ୍ତି। ଏବେ ଏହି ଖବରରେ ଟାଇଗରଙ୍କ ଭଉଣୀ କୃଷ୍ଣା ଶ୍ରଫ୍ ନିଜ ମୁହଁ ଖୋଲିଛନ୍ତି।

ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ନିଜ ଷ୍ଟାଇଲ୍ ସହ ଟାଇଗର ଶ୍ରଫଙ୍କୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି। କୃଷ୍ଣା ଶ୍ରଫ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ଦିଶା ଏବଂ ଟାଇଗର ଲିଭ ଇନରେ ରହୁ ନାହାନ୍ତି। ଦିଶା ତାଙ୍କ ଘର ପାଖରେ ହିଁ ରୁହନ୍ତି ଏବଂ ସେ ବେଳେବେଳେ ଘରର କିଛି ଜିନିଷ କିଣିବା ପାଇଁ ଘରୁ ବାହାରକୁ ବାହାରନ୍ତି।

କୃଷ୍ଣା ଶ୍ରଫ୍ କହିଥିଲେ ଯେ ଟାଇଗରଙ୍କ ସହ ଦିଶାଙ୍କ ବଣ୍ଡିଂ ଭଲ। ସେମାନେ ଦୀର୍ଘ ଦିନର ବନ୍ଧୁ। ସେ ଟାଇଗର ଏବଂ ଦିଶାଙ୍କ ରିଲେସନଶିପକୁ ନେଇ କିଛି କହିନଥିଲେ କିନ୍ତୁ କହିଥିଲେ ଯେ ତାଙ୍କୁ ଦିଶାଙ୍କ କମ୍ପନି ବହୁତ ଭଲ ଲାଗିଥାଏ। ଫିଟନେସକୁ ନେଇ ଉଭୟଙ୍କ ଜବରଦସ୍ତ ଉତ୍ସାହ ରହିଥାଏ।

   Related Posts