ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା କୋଭିଡ୍-୧୯ ହସ୍ପିଟାଲ
10/04/2020 at 12:50 PM

ବ୍ରହ୍ମପୁର୧୦/୪: ଗଞାମ ଜିଲ୍ଲାରେ ଆଜି କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି। ଶୀତଳାପଲ୍ଲୀ ଠାରେ ସ୍ଥାପିତ ଟାଟା ଷ୍ଟିଲ୍ ପକ୍ଷରୁ ଏହି ହସ୍ପିଟାଲର ବ୍ୟବସ୍ଥା କରାଯାଇଛି।୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଶୀତଳାପଲ୍ଲୀ ଠାରେ ଉଦଘାଟିତ୍ ହୋଇଛି । ଏହି ହସ୍ପିଟାଲରେ ୧୫ଟି ଭେଣ୍ଟଲେଟର୍ ବ୍ୟବସ୍ଥା ରହିଛି। ଟାଟା ଷ୍ଟିଲ ସହାୟତାରେ ଏହି ହସ୍ପିଟାଲ୍ ସ୍ଥାପିତ ହୋଇଛି । ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲର ନିର୍ମାଣ ପାଇଁ ବ୍ୟବସ୍ଥା ରହିଛି।
Related Posts
ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି
17 January 2021
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021