ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ୍ ସଟ୍ ଡାଉନ୍, ୫ ଦିନ ରହିବ ବନ୍ଦ

Published By : Prameya-News7 Bureau | July 31, 2020 IST

ଜୟପୁର ୩୧।୭: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲ ସଟ୍ ଡାଉନ୍ । ଆଜିଠାରୁ ୫ ଦିନ ସଟ୍ ଡାଉନ୍ ଘୋଷଣା କଲା ପ୍ରଶାସନ । ଜରୁରୀ ଚିକିତ୍ସା ବ୍ୟତୀତ ସମସ୍ତ OPD ବନ୍ଦ । ହସ୍ପିଟାଲର ସ୍ବାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ପରେ ପଦକ୍ଷେପ ନିଆଯାଇଛି । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶନାମା ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.