ଆସନ୍ତା ୧୪ ଯାଏଁ କୋରାପୁଟ ଜିଲ୍ଲା ଲକ୍ ଡାଉନ୍, ସପ୍ତାହକୁ ୩ ଦିନ ଦୋକାନ ବଜାର ଖୋଲା

Published By : Prameya-News7 Bureau | August 02, 2020 IST

ଜୟପୁର ୨।୮: କୋରାପୁଟ ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଶନିବାର ମଧ୍ୟରାତ୍ରିରୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ରି ଯାଏଁ ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି କୋରାପୁଟ ଜିଲ୍ଲାପାଳ।

ଏହି ଲକ୍ ଡାଉନ୍ ସମୟରେ ସପ୍ତାହକୁ ୩ ଦିନ ଅର୍ଥାତ୍ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ଦିନ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସମସ୍ତ ଦୋକାନବଜାର ଖୋଲା ରହିବ । ଅନ୍ୟ ଦିନଗୁଡିକରେ କେବଳ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ।

ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ପାର ହୋଇଥିବା ବେଳେ ସହରାଞ୍ଚଳରେ ସ୍ଥିତି ବେକାବୁ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.