କୋରାପୁଟ କଂଗ୍ରେସରେ ଅସନ୍ତୋଷ ; ତାରାଙ୍କ ପରେ ମିନାକ୍ଷୀଙ୍କୁ ଟାର୍ଗେଟ କଲେ କୃଷ୍ଣ ଚନ୍ଦ୍ର ସଗରିଆ
10/06/2018 at 10:11 AM

କୋରାପୁଟ ଜିଲ୍ଲା ସଭାପତି ଅପରିବର୍ତ୍ତିତ ପ୍ରସଙ୍ଗରେ କୋରାପୁଟ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆଙ୍କ ପ୍ରତିକ୍ରିୟା – “କିଛି ଲୋକଙ୍କ ମତକୁ ନେଇ ସଭାପତି କରାଯାଏ…ତୃଣମୂଳ ସ୍ତରର ମତକୁ ନେଇ ଜିଲ୍ଲା ସଭାପତି ଚୟନ ହୋଇନାହିଁ…୨୦୧୦ରୁ ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚନ ମଣ୍ଡଳିଙ୍କୁ ଯାଆନ୍ତି ନାହିଁ କୋରାପୁଟ ଜିଲ୍ଲା ସଭାପତି…ତାଙ୍କ ପାଇଁ ମୁଁ ବିଧାୟକ ହୋଇନାହିଁ…ଜିଲ୍ଲା ସଭାପତି ପରିବର୍ତ୍ତନ ପାଇଁ ଆଗରୁ ଦାବି କରିଛୁ କିନ୍ତୁ ଆମର ଦାବି ଶୁଣାଯାଇନାହିଁ…କୋରାପୁଟ ଜିଲ୍ଲା ସଭାପତି ମୀନାକ୍ଷୀ ବାହିନୀପତିଙ୍କୁ ଅପରିବର୍ତ୍ତିତ ରଖାଯାଇଛି…
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021