ଆଜି ଠାରୁ ଆରମ୍ଭ ହେବ ଅର୍ନ୍ତଜାତୀୟ କୋଣାର୍କ ଉତ୍ସବ
1/12/2019 at 8:24 AM

କୋଣାର୍କ ୦୧।୧୨: ଆଜି ଠାରୁ ଆରମ୍ଭ ହେଉଛି ୩୦ତମ ଅନ୍ତର୍ଜତୀୟ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ । ୫ଦିନ ଧରି ଚାଲିବାକୁ ଥିବା ଏହି ଶାସ୍ତ୍ରୀୟ ବାଦ୍ୟ ନୃତ୍ୟ ଓ ସଂଘୀତର ମହାକୁମ୍ଭ କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ପରିବେଷଣ କରାଯିବ l

ଏହାସହ ଆନ୍ତର୍ଜାତିକ ବାଲୁକା କଳା ଚନ୍ଦ୍ରଭାଗାରେ ପ୍ରଦର୍ଶିତ କରାଯିବ । ଏହି ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ରେ ୪୧ଟି ଷ୍ଟଲ ରହିଛି । ଭାରତ ସମେତ ୬ଟି ଦେଶର ବାଲୁକା ଶିଳ୍ପୀ ମାନେ ଭାଗନେଇଛନ୍ତି । ପର୍ଯ୍ୟଟକ ମାନଙ୍କୁ ଆକର୍ଷଣ କରିବାକୁ ଅର୍କକ୍ଷେତ୍ର କୋଣାର୍କକୁ ନବ ବଧୂ ପରି ସଜା ଯାଇଛି। ପ୍ରାଶସନିକ କ୍ଷେତ୍ରରେ କଡା ସୁରକ୍ଷା ବ୍ୟବ୍ବସ୍ଥା କରାଯାଇଛି।
Related Posts
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021
କଳାହାଣ୍ଡି: ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ
22 January 2021