ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୁରିଷ୍ଟ ବସ୍‌ ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କଳିଙ୍ଗା ଘାଟି ଦେଇ ଯିବନାହିଁ ଟୁରିଷ୍ଟ ବସ୍‌
  • ||
  • କେଦାରନାଥ ଯାତ୍ରାରେ ବାଧକ ସାଜିଛି ତୁଷାରପାତ, ବାରମ୍ବାର ଫସୁଛନ୍ତି ଯାତ୍ରୀ
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୧୨୪ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ କୋଭିଡ୍ ପଜିଟିଭ୍
  • ||
  • ରାଇରଙ୍ଗପୁର: ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍‌
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
  • ||

ଆଜିଠୁ ଅଭିଜିତ ଆୟର ମିତ୍ରଙ୍କୁ ୪ଦିନିଆ ରିମାଣ୍ଡରେ ନେବ କୋଣାର୍କ ପୋଲିସ

25/10/2018 at 10:29 AM

ଭୁବନେଶ୍ବର ୨୫|୧୦: ଆଜି ୪ ଦିନିଆ ରିମାଣ୍ଡରେ ଯିବେ ଅଭିଜିତ । ଓଡ଼ିଶା, କେ।ଣାର୍କ ମହାପ୍ରଭୁ ଶ୍ରୀଜଗନ୍ନାଥ ଉପରେ ଅରୁଚିକର ମନ୍ତବ୍ୟ ଦେଇ ଜେଲରେ ଥିବା ଅଭିଜିତ ଆୟର ମିତ୍ରଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଏବେ କେ।ଣାର୍କ ଥାନା ପେ।ଲିସ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ । ଏଥିପାଇଁ  ଆଜି କେ।ଣାର୍କ ଥାନା ପେ।ଲିସ ଭୁବନେଶ୍ବର ଏସଡିଜେଏମଙ୍କ କେ।ର୍ଟରେ ଅଭିଜିତଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲା । କିନ୍ତୁ କେ।ର୍ଟ ତାଙ୍କୁ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ଅଭିଜିତ କେ।ଣାର୍କର କଳା, ଭାସ୍କର୍ଯ୍ୟ ସଂପର୍କରେ ଅପଶବ୍ଦ ପ୍ରୟେ।ଗ କରିଥିଲେ । ଏ ନେଇ କେ।ଣାର୍କ ଥାନାରେ ଅଭିଯେ।ଗ ହେ।ଇଥିଲା । ଅଭିଜିତଙ୍କ ବିରେ।ଧରେ ଦୁଇଟି ମାମଲା ରୁଜୁ କରାଯିବା ସହ ଗୃହ କମିଟି ନିକଟରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ଏହାକୁ ବେଖାତିର କରି ଅଭିଜିତ ଆଗୁଆ ଜାମିନ ପାଇଁ ସୁପ୍ରିମକେ।ର୍ଟଙ୍କ ଦ୍ବାରସ୍ଥ ହେ।ଇଥିଲେ। ସୁପ୍ରିମକେ।ର୍ଟ ତାଙ୍କ ଜାମିନ୍  ଆବେଦନକୁ ଚଳିତ ମାସ ୫ ତାରିଖରୁ ଖାରଜ କରିବା ସହ ଜେଲ୍  ହିଁ ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ ବେ।ଲି ଟିପ୍ପଣୀ ଦେଇଥିଲେ । ସେ ଗୃହ କମିଟିରେ ହାଜର ହେବାକୁ ଆସିଥିବା ବେଳେ କମିସନରେଟ୍ ପୁଲିସ ତାଙ୍କୁ ଗିରଫ କରିଥିଲା ।

   Related Posts