ଡିସେମ୍ବର ୧ ରୁ କୋଣାର୍କ ଫେଷ୍ଟିଭାଲ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

Published By : Prameya-News7 Bureau | November 28, 2019 IST

ଭୁବନେଶ୍ୱର ୨୮।୧୧- ଡିସେମ୍ବର ୧ ରୁ କୋଣାର୍କ ଫେଷ୍ଟିଭାଲ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ପର୍ଯ୍ୟଟନ ବିଭାଗ ପକ୍ଷରୁ ହେବାକୁ ଥିବା ଏହି ମହୋତ୍ସବ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଓଡିଶୀ, ଭାରତନାଟ୍ୟମ, କଥକ, କୁଚୁପୁଡି, ମୋହିନି ଆଟମ୍ ଆଦି ନୃତ୍ୟ ପରିବେଷଣ ହେବ । ୪୨ ଷ୍ଟଲରେ ୧୨୩ ଜଣ ପ୍ରତିଯୋଗୀ ବାଲୁକା କଳା ପ୍ରଦର୍ଶନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.