Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

କୋଲକାତାର ଧର୍ମନିରପେକ୍ଷ ପୂଜା ମଣ୍ଡପ- ଦୂର୍ଗାମଣ୍ଡପରେ ସ୍ତୁତି ବଦଳ ଇସଲାମର ଆଜାନ୍‌

7/10/2019 at 6:12 PM

କୋଲକତା ୦୭।୧-  କୋଲକାତାର ଧର୍ମନିରପକ୍ଷ ପୂଜା ମଣ୍ଡପ । କୋଲକାତାର ଏକ ମଣ୍ଡପ  ସାଜସଜ୍ଜା ପାଇଁ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଛି।

ଏହା ହେଉଛି ବେଲିଆଘାଟର ପୂଜାମଣ୍ଡପ। ଏମାନେ ଧର୍ମନିରପେକ୍ଷ ପୂଜା ପେଣ୍ଡାଲ କରିଛନ୍ତି। ସବୁ ଧର୍ମର ସଙ୍କେତ ଏଠାରେ ଅଛି।

ଅନେକ ଲୋକଙ୍କୁ ଏହି ପୂଜା ମଣ୍ଡପ ଓ ଧର୍ମୀୟ ସଦ୍‌ଭାବନା ବେଶ୍‌ ପସନ୍ଦ ଆସିଥିବା ବେଳେ କିଛି ଲୋକ ଏହାର ବିରୋଧ ବି କରିଛନ୍ତି ।

 ଖାଲି ସେତିକି ନୁହେଁ ମଣ୍ଡପରେ ଯେଉଁ ସ୍ତୁତି କରାଯାଏ ସେଠାରେ ହୋଇଥିଲା ଆଜାନ। ଆଉ ଏହି ଧର୍ମନିରପେକ୍ଷ ପୂଜାପେଣ୍ଡାଲ ବିରୋଧରେ ଥାନାରେ ଏତଲା ଦିଆଯାଇଛି।

– ଦେଶର ବିଭିନ୍ନ ସ୍ଥାନରେ ଏଭଳି ନିଆରା ଦଶହରା ଚର୍ଚ୍ଚାରେ ରହିଆସିଛି।

   Related Posts