Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

କୋଲକାତାର ଏକ ବସ୍ତିରେ ଭୀଷଣ ଅଗ୍ନିକାଣ୍ଡ, ପ୍ରାୟ ୬୦ କୁଡ଼ିଆ ଧ୍ବଂସ: ଘଟଣାସ୍ଥଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

10/11/2020 at 8:21 PM

କୋଲକାତା ୧୦/୧୧: କୋଲକାତାର ତୋପସିଆ ଅଞ୍ଚଳର ଏକ ବସ୍ତିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପାଖାପାଖି  ୫୦-୬୦ କୁଡ଼ିଆ ପୋଡ଼ି ପାଉଁଶ ହୋଇଯାଇଥିବା ନେଇ ଜଣେ ଅଗ୍ନିଶମ କର୍ମଚାରୀ ସୂଚନା ଦେଇଛନ୍ତି।

ଭୀଷଣ ନିଆଁ ଆୟତ୍ତ ପାଇଁ ୬ ଦମକଳ ଲାଗିଥିବା ଜଣାପଡ଼ିଛି। ମଙ୍ଗଳବାର ଅପରାହ୍ନ ୩.୩୦ରେ ଲାଗିଥିବା ନିଆଁ ଏବେ ବି ଅଣାୟତ୍ତ। ଉଦ୍ଧାରକାଳୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏବେ ସୁଦ୍ଧା କେହି ମୃତାହତ ହୋଇଥିବା ନେଇ ଖବର ମିଳିନାହିଁ।

ଅନ୍ୟପଟେ ଅଗ୍ନିକାଣ୍ଡ ଖବର ଶୁଣି  ଖୋଦ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳ ଗସ୍ତ କରିଛନ୍ତି। ତେବେ ଘଟଣାସ୍ଥଳରୁ ଭାଇରାଲ ହେଉଥିବା ଏକ ଭିଡିଓରୁ ଜଣାପଡ଼ିଛି ଭଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ବେଳେ ଧୂଆ ବହୁ ଉଚ୍ଚକୁ ଉଠୁଛି।  

   Related Posts