Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

କୋଭିଡ୍‌ ନିୟମ ଉଲ୍ଲଂଘନ ପଡ଼ିଲା ମହଙ୍ଗା, ଉଦ୍‌ଘାଟନ ବେଳେ ଫ୍ୟାସ୍‌ନ ବଜାରରେ ପଡ଼ିଲା ତାଲା

17/10/2020 at 9:46 PM

ସାନଖେମୁଣ୍ଡି ୧୭/୧୦: କୋଭିଡ୍‌ ନିୟମ ଉଲ୍ଳଂଘନ କରି ଫସିଲା କଲିକତା ଫ୍ୟାସ୍‌ନ ବଜାର। ଉଦ୍‌ଘାଟନ ହେଲା ପୁରି ବନ୍ଦ ହେଲା। ଆସିକା ସ୍ଥିତ ରଘୁନରଥ ଲଜ୍‌ ସାମ୍ନାରେ କରୋନା ନିୟମ ଉଲ୍ଳଂଘନ କରି ଶନିବାର ଉଦ୍‌ଘାଟନ ହୋଇଥିବା କଲିକତା ଫ୍ୟାସ୍‌ନ ବଜାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କଲା ଆସିକା ପୋଲିସ୍ ।

 ପାର୍କିଂ ବ୍ୟବସ୍ଥା ନଥିବାରୁ ନାହିଁ ନଥିବା ଜନ ଗହଳି ହୋଇଥିଲା। ଫଳରେ ଆସିକା ଅଞ୍ଚଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣାକୁ ନେଇ ଆସିକା ପୋଲିସ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହିତ ଏହି ମଲ୍କୁ ଅନିର୍ଦ୍ଦିଷ୍ଟ କାଳପାଇଁ ବନ୍ଦ କରାଯାଇଛି।

କଲିକତା ଫ୍ୟାସ୍‌ନ ବଜାର ଦ୍ବାରା ପ୍ରଚାର ନିମନ୍ତେ ବୁଲୁଥିବା ଗାଡିକୁ ମଧ୍ୟ ଜବତ କରିଛି ପୋଲିସ। ଏହି ସମୟରେ ଗଞ୍ଜାମବ ଭଞ୍ଜନଗର ସବ୍ କଲେକ୍ଟର ଏବଂ ଆସିକା ତହସିଲଦାର,ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ଆସିକା  ଏସଡିପିଓ ସୁର୍ଯ୍ୟ ମଣି ପ୍ରାଧନ , ଅଗ୍ନିଶମ ଅଧିକାରୀ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କଲିକତା ଫ୍ୟାସ୍‌ନ ବଜାରରେ  ତାଲା ପକାଇଛନ୍ତି।

   Related Posts