ଓଡିଶା ବିଧାନସଭା : ୧୪୬ ଆସନରୁ ବିଜେଡି-୧୧୨, ବିଜେପି-୨୩, କଂଗ୍ରେସ-୯, ସିପିଏମ୍-୧ ଓ ସ୍ବାଧୀନ-୧

Published By : Prameya-News7 Bureau | May 24, 2019 IST

ଭୁବନେଶ୍ବର ୨୪।୫ : କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀକୁ ଛାଡି ୧୪୬ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତାହାର ସମ୍ପୂର୍ଣ୍ଣ ଫଳାଫଳ ଆସିଛି । ୧୪୬ଟି ଆସନରୁ ୧୧୨ଟି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ୨୩ଟି ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିଭଳି ୯ଟି ଆସନରେ କଂଗ୍ରେସ ପ୍ରାର୍ଥୀ, ଗୋଟିଏ ଲେଖାଏଁ ଆସନରେ ସିପିଏମ ଓ ସ୍ବାଧୀନ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି ।

ଆସନ୍ତୁ ନଜର ପକାଇବା ବିଜୟୀ ପ୍ରାର୍ଥୀମାନଙ୍କ ତାଲିକା ଉପରେ :

ବରଗଡ଼ : ଦେବେଶ ଆଚାର୍ଯ୍ୟ (ବିଜେଡ଼ି)

ପଦ୍ମପୁର : ବିଜୟ ରଞ୍ଜନ ସିଂ ବରିହା (ବିଜେଡି)

ବିଜେପୁର : ନବୀନ ପଟ୍ଟନାୟକ (ବିଜେଡ଼ି)

ଅତାବିରା : ସ୍ନେହାଙ୍ଗୀନ ଛୁରିଆ (ବିଜେଡ଼ି)

ଭଟ୍‌ଲି : ସୁଶାନ୍ତ ସିଂ(ବିଜେଡ଼ି)

ବ୍ରଜରାଜନଗର : କିଶୋର ମହାନ୍ତି (ବିଜେଡ଼ି)

ଝାରସୁଗୁଡ଼ା : ନବ କିଶୋର ଦାସ (ବିଜେଡ଼ି)

ସୁନ୍ଦରଗଡ଼ ସଦର : କୁସୁମ ଟେଟେ (ବିଜେପି)

ବଣାଇ : ଲକ୍ଷ୍ମଣ ମୁଣ୍ଡା (ସିପିଏମ୍)

ରଘୁନାଥପାଲି : ସୁବ୍ରତ ତରାଇ (ବିଜେଡି)

ରାଉରକେଲା : ସାରଦା ନାୟକ (ବିଜେଡ଼ି)

ବୀରମିତ୍ରପୁର : ଶଙ୍କର ଓରାମ୍ (ବିଜେପି)

ରାଜଗାଙ୍ଗପୁର : ସି.ଏସ୍ ରାଜନ (କଂଗ୍ରେସ)

ତଳସରା : ଭବାନୀ ଭୋଇ (ବିଜେପି)

ସମ୍ବଲପୁର : ଜୟ ନାରାୟଣ ମିଶ୍ର (ବିଜେପି)

କୁଚିଣ୍ଡା : କିଶୋର ଚନ୍ଦ୍ର ନାୟକ (ବିଜେଡି)

ରେଙ୍ଗାଳି : ନାଉରୀ ନାୟକ (ବିଜେପି)

ରେଢ଼ାଖୋଲ : ରୋହିତ ପୂଜାରୀ (ବିଜେଡ଼ି)

ଦେବଗଡ଼: ସୁବାସ ଚନ୍ଦ୍ର ପାଣିଗ୍ରାହୀ (ବିଜେପି)

ଛେଣ୍ଡିପଦା : ସୁଶାନ୍ତ କୁମାର ବେହେରା (ବିଜେଡ଼ି)

ଆଠମଲ୍ଲିକ : ରମେଶ ଚନ୍ଦ୍ର ସାଇ (ବିଜେଡି)

କେନ୍ଦୁଝର: ମୋହନ ମାଝୀ (ବିଜେପି)

ତେଲକୋଇ : ପ୍ରେମାନନ୍ଦ ନାୟକ ( ବିଜେଡ଼ି)

ଘଷିପୁରା : ବଦ୍ରିନାରାୟଣ ପାତ୍ର (ବିଜେଡ଼ି)

ଆନନ୍ଦପୁର : ଭାଗିରଥୀ ସେଠୀ (ବିଜେଡ଼ି)

ପାଟଣା : ଜଗନ୍ନାଥ ନାୟକ (ବିଜେଡି)

ଚମ୍ପୁଆ : ମିନାକ୍ଷୀ ମହାନ୍ତ (ବିଜେଡ଼ି)

କରଂଜିଆ : ବାସନ୍ତି ହେମ୍ବ୍ରମ (ବିଜେଡ଼ି)

ଯଶୀପୁର : ଗଣେଷ ରାମସିଂହ ଖୁଣ୍ଟିଆ (ବିଜେପି)

ସାରସକଣା : ଡ. ବୁଧାନ ମୁର୍ମୁ (ବିଜେପି)

ରାଇରଙ୍ଗପୁର : ନବଚରଣ ମାଝୀ (ବିଜେପି)

ବାଙ୍ଗିରିପୋଷି : ସୁଦାମ ମାରାଣ୍ଡି (ବିଜେଡି)

ଉଦଳା : ଭାସ୍କର ମଡେଇ (ବିଜେପି)

ବାରିପଦା : ପ୍ରକାଶ ସୋରେନ (ବିଜେପି)

ମୋରଡ଼ା : ରାଜକିଶୋର ଦାସ (ବିଜେଡ଼ି)

ବଡ଼ସାହି : ସନାତନ ବିଜୁଳି (ବିଜେପି)

ଜଳେଶ୍ୱର : ଅଶ୍ୱିନୀ କୁମାର ପାତ୍ର (ବିଜେଡ଼ି)

ଭୋଗରାଇ : ଅନନ୍ତ ଦାସ (ବିଜେଡ଼ି)

ବସ୍ତା : ନିତ୍ୟାନନ୍ଦ ସାହୁ (ବିଜେଡି)

ବାଲେଶ୍ୱର : ମଦନ ମୋହନ ଦତ୍ତ (ବିଜେପି)

ରେମୁଣା : ସୁଧାଂଶୁ ଶେଖର ପରିଡ଼ା (ବିଜେଡ଼ି)

ନୀଳଗିରି : ସୁକାନ୍ତ କୁମାର ନାୟକ (ବିଜେପି)

ସୋର : ପର୍ଶୁରାମ ଧଡା (ବିଜେଡି)

ସିମୁଳିଆ : ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ବିଜେଡ଼ି)

ଭଣ୍ଡାରୀପୋଖରୀ : ପ୍ରଫୁଲ୍ଲ ସାମଲ (ବିଜେଡ଼ି)

ଭଦ୍ରକ : ସଂଜୀବ କୁମାର ମଲ୍ଲିକ (ବିଜେଡ଼ି)

ବାସୁଦେବପୁର : ବିଷ୍ଣୁବ୍ରତ ରାଉତରାୟ (ବିଜେଡ଼ି)

ଧାମନଗର : ବିଷ୍ଣୁ ଚରଣ ସେଠୀ (ବିଜେପି)

ଚାନ୍ଦବାଲି : ବ୍ୟୋମକେଶ ରାୟ (ବିଜେଡି)

ବିଂଝାରପୁର : ପ୍ରମିଳା ମଲ୍ଲିକ (ବିଜେଡ଼ି)

ବରୀ : ସୁନନ୍ଦା ଦାସ (ବିଜେଡ଼ି)

ଧର୍ମଶାଳା : ପ୍ରଣବ ବଳବନ୍ତ ରାୟ (ବିଜେଡ଼ି)

ଯାଜପୁର : ପ୍ରଣବ ପ୍ରକାଶ ଦାସ (ବିଜେଡ଼ି)

କୋରେଇ : ଅଶୋକ କୁମାର ବଳ (ବିଜେଡ଼ି)

ସୁକିନ୍ଦା : ପ୍ରୀତିରଞ୍ଜନ ଘଡ଼ାଇ (ବିଜେଡ଼ି)

ବଡ଼ଚଣା : ଅମର ପ୍ରସାଦ ଶତପଥୀ (ବିଜେଡି)

ଢେଙ୍କାନାଳ : ସୁଧୀର ସାମଲ (ବିଜେଡି)

ହିନ୍ଦୋଳ : ସୀମାରାଣୀ ନାୟକ (ବିଜେଡି)

କାମାକ୍ଷାନଗର : ପ୍ରଫୁଲ୍ଲ ମଲ୍ଲିକ (ବିଜେଡ଼ି)

ପରଜଙ୍ଗ : ନୃସିଂହ ସାହୁ (ବିଜେଡି)

ପାଲଲହଡ଼ା : ମୁକେଶ କୁମାର ପାଲ (ବିଜେଡ଼ି)

ତାଳଚେର : ବ୍ରଜ କିଶୋର ପ୍ରଧାନ (ବିଜେଡ଼ି)

ଅନୁଗୁଳ : ରଜନୀକାନ୍ତ ସିଂହ (ବିଜେଡ଼ି)

ବୀରମହାରାଜପୁର : ପଦ୍ମନାଭ ବେହେରା (ବିଜେଡି)

ସୋନପୁର : ନିରଞ୍ଜନ ପୂଜାରୀ (ବିଜେଡ଼ି)

ଲୋଇସିଂହା : ମୁକେସ ମହାଲିଙ୍ଗ (ବିଜେପି)

ପାଟଣାଗଡ଼ : ସରୋଜ କୁମାର ମେହର (ବିଜେଡ଼ି)

ବଲାଙ୍ଗୀର : ନରସିଂହ ମିଶ୍ର (କଂଗ୍ରେସ)

ଟିଟିଲାଗଡ଼ : ଟୁକୁନି ସାହୁ (ବିଜେଡ଼ି)

କଣ୍ଟାବାଞ୍ଜି : ସନ୍ତୋଷ ସିଂହ ସାଲୁଜା (କଂଗ୍ରେସ)

ନୂଆପଡା : ରାଜେନ୍ଦ୍ର ଢୋଲକିଆ (ବିଜେଡି)

ଖରିଆର : ଅଧିରାଜ ମୋହନ ପାଣିଗ୍ରାହୀ (କଂଗ୍ରେସ)

ଲାଞ୍ଜିଗଡ଼ : ପ୍ରଦୀପ ଦିସାରୀ (ବିଜେଡ଼ି)

ଜୁନାଗଡ଼ : ଦିବ୍ୟଶଙ୍କର ମିଶ୍ର (ବିଜେଡ଼ି)

ଧର୍ମଗଡ଼ : ମୌସୁଦି ବାଗ୍ (ବିଜେଡି)

ଭବାନୀପାଟଣା : ପ୍ରଦୀପ୍ତ ନାଏକ (ବିଜେପି)

ନର୍ଲା : ଭୁପିନ୍ଦର ସିଂହ (ବିଜେଡି)

ନବରଙ୍ଗପୁର : ସଦାଶିବ ପ୍ରଧାନୀ (ବିଜେଡ଼ି)

ଉମରକୋଟ : ନିତ୍ୟାନନ୍ଦ ଗଣ୍ଡ (ବିଜେପି)

କୋଟପାଡ଼ : ପଦ୍ମିନୀ ଦିଆନ (ବିଜେଡି)

ଝରିଗାଁ : ପ୍ରକାଶ ମଝୀ (ବିଜେଡ଼ି)

ଚିତ୍ରକୋଣ୍ଡା : ପୂର୍ଣ୍ଣଚନ୍ଦ୍ର ବାକା (ବିଜେଡି)

ଡାବୁଗାଁ : ମନୋହର ରନ୍ଧାରୀ (ବିଜେଡ଼ି)

ମାଲକାନାଗିରି : ଆଦିତ୍ୟ ମାଢି (ବିଜେପି)

ବାଲିଗୁଡ଼ା : ଚକ୍ରଧର କହଁର (ବିଜେଡ଼ି)

ଜି. ଉଦୟଗିରି : ସାଲୁଗା ପ୍ରଧାନ (ବିଜେଡ଼ି)

ଦଶପଲ୍ଲା : ରମେଶ ଚନ୍ଦ୍ର ବେହେରା (ବିଜେଡ଼ି)

କଣ୍ଟାମାଳ : ମହିଧର ରଣା (ବିଜେଡି)

ଭଞ୍ଜନଗର : ବିକ୍ରମ କେଶରୀ ଆରୁଖ (ବିଜେଡ଼ି)

ବୌଦ୍ଧ : ପ୍ରଦୀପ କୁମାର ଅମାତ୍ (ବିଜେଡି)

ଫୁଲବାଣୀ : ଅଙ୍ଗଦ କହଁର(ବିଜେଡ଼ି)

ବଡ଼ମ୍ବା : ଦେବୀ ପ୍ରସାଦ ମିଶ୍ର (ବିଜେଡ଼ି)

ବାଙ୍କୀ : ଦେବୀରଞ୍ଜନ ତ୍ରିପାଠୀ (ବିଜେଡ଼ି)

ଆଠଗଡ଼: ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜେଡ଼ି)

ବାରବାଟୀ-କଟକ : ମହମ୍ମଦ ମୋକିମ୍ (କଂଗ୍ରେସ)’

ଚୌଦ୍ୱାର କଟକ : ସୌଭିକ୍ ବିଶ୍ୱାଳ (ବିଜେଡ଼ି)

କଟକ ସଦର : ଚନ୍ଦ୍ରସାରଥୀ ବେହେରା (ବିଜେଡ଼ି)

ଖଣ୍ଡପଡ଼ା : ସୌମ୍ୟରଞ୍ଜନ ପଟ୍ଟନାୟକ (ବିଜେଡ଼ି)

ମାହାଙ୍ଗା : ପ୍ରତାପ ଜେନା (ବିଜେଡ଼ି)

ସାଲେପୁର : ପ୍ରଶାନ୍ତ ବେହେରା (ବିଜେଡ଼ି)

ରାଜନଗର: ଧ୍ରୁବଚରଣ ସାହୁ (ବିଜେଡ଼ି)

କେନ୍ଦ୍ରାପଡ଼ା : ଶଶୀଭୂଷଣ ବେହେରା (ବିଜେଡ଼ି)

ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ (ବିଜେଡ଼ି)

ଆଳି : ପ୍ରତାପ କେଶରୀ ଦେବ (ବିଜେଡ଼ି)

ଜଗତସିଂହପୁର : ପ୍ରଶାନ୍ତ କୁମାର ମୁଦୁଲି (ବିଜେଡ଼ି)

ନିଆଳି : ଡ଼ାକ୍ତର ପ୍ରମୋଦ ମଲ୍ଲିକ (ବିଜେଡ଼ି)

ତିର୍ତ୍ତୋଲ : ବିଷ୍ଣୁ ଦାସ (ବିଜେଡ଼ି)

ପାରାଦୀପ : ସମ୍ବିତ ରାଉତରାୟ (ବିଜେଡ଼ି)

ନିମାପଡ଼ା : ସମୀର ରଞ୍ଜନ ଦାସ (ବିଜେଡ଼ି)

କାକଟପୁର : ତୁଷାରକାନ୍ତ ବେହେରା (ବିଜେଡ଼ି)

ବାଲିକୁଦା-ଏରସମା : ରଘୁନନ୍ଦନ ଦାସ (ବିଜେଡ଼ି)

ପୁରୀ ସଦର : ଜୟନ୍ତ ଷଡଙ୍ଗୀ (ବିଜେପି)

ବ୍ରହ୍ମଗିରି : ଲିଳିତେନ୍ଦୁ ମହାପାତ୍ର (ବିଜେପି)

ପିପିଲି : ପ୍ରଦୀପ ମହାରଥୀ (ବିଜେଡ଼ି)

ସତ୍ୟବାଦୀ : ଉମାକାନ୍ତ ସାମନ୍ତରାୟ (ବିଜେଡ଼ି)

ରଣପୁର : ସତ୍ୟ ନାରାୟଣ ପ୍ରଧାନ (ବିଜେଡ଼ି)

ନୟାଗଡ଼ : ଅରୁଣ ସାହୁ (ବିଜେଡ଼ି)

ଚିଲିକା : ପ୍ରଶାନ୍ତ ଜଗଦେବ (ବିଜେଡ଼ି)

ଭୁବନେଶ୍ୱର-ମଧ୍ୟ : ଅନନ୍ତ ନାରାୟଣ ଜେନା (ବିଜେଡ଼ି)

ଭୁବନେଶ୍ୱର-ଉତ୍ତର : ସୁଶାନ୍ତ ରାଉତ (ବିଜେଡ଼ି)

ଭୁବନେଶ୍ୱର-ଏକାମ୍ର : ଅଶୋକ ପଣ୍ଡା (ବିଜେଡ଼ି)

ଜଟଣୀ : ସୁରେଶ ରାଉତରାୟ (କଂଗ୍ରେସ)

ଖୋର୍ଦ୍ଧା : ଜିତୁ ମିତ୍ର (ବିଜେଡ଼ି)

ବେଗୁନିଆ : ରାଜେନ୍ଦ୍ର କୁମାର ସାହୁ (ବିଜେଡ଼ି)

ଜୟଦେବ : ଅରବିନ୍ଦ ଢ଼ାଲି (ବିଜେଡ଼ି)

ପୋଲସରା : ଶ୍ରୀକାନ୍ତ ସାହୁ (ବିଜେଡି)

କବିସୂର୍ଯ୍ୟନଗର : ଲତିକା ପ୍ରଧାନ (ବିଜେଡ଼ି)

ଖଲ୍ଲିକୋଟ : କେ. ସୂର୍ଯ୍ୟମଣି ବୈଦ୍ୟ (ବିଜେଡ଼ି)

ଆସ୍କା : ମଞ୍ଜୁଳା ସ୍ବାଇଁ (ବିଜେଡ଼ି)

ସୋରଡ଼ା : ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ (ବିଜେଡ଼ି)

ସାନଖେମୁଣ୍ଡି: ରମେଶ ଚନ୍ଦ୍ର ଜେନା (କଂଗ୍ରେସ)

ହିଞ୍ଜିଳିକାଟୁ : ନବୀନ ପଟ୍ଟନାୟକ (ବିଜେଡ଼ି)

ଗୋପାଳପୁର : ପ୍ରଦୀପ କୁମାର ପାଣିଗ୍ରାହୀ (ବିଜେଡି)

ଛତ୍ରପୁର : ସୁବାସ ବେହେରା (ବିଜେଡ଼ି)

ବ୍ରହ୍ମପୁର : ବିକ୍ରମ ପଣ୍ଡା (ବିଜେଡ଼ି)

ଦିଗପହଣ୍ଡି : ସୂର୍ଯ୍ୟ ନାରାୟଣ ପାତ୍ର (ବିଜେଡ଼ି)

ଚିକିଟି : ଉଷା ଦେବୀ (ବିଜେଡ଼ି)

ମୋହନା : ଦାଶରଥୀ ଗମାଙ୍ଗ (କଂଗ୍ରେସ)

ପାରଳାଖେମୁଣ୍ଡି : କେ. ନାରାୟଣ ରାଓ (ବିଜେପି)

ଗୁଣୁପୁର : ରଘୁନାଥ ଗମାଙ୍ଗ (ବିଜେଡି)

ବିଷମ କଟକ : ଜଗନ୍ନାଥ ସାରକା (ବିଜେଡ଼ି)

ରାୟଗଡ଼ା : ମକରନ୍ଦ ମୁଦୁଲି (ସ୍ବାଧୀନ)

ଲକ୍ଷ୍ମୀପୁର : ପ୍ରଭୁ ଜାନୀ (ବିଜେଡ଼ି)

ଜୟପୁର : ତାରାପ୍ରସାଦ ବାହିନୀପତି (କଂଗ୍ରେସ)

କୋରାପୁଟ : ରଘୁରାମ ପଡାଲ (ବିଜେଡି)

ପଟାଙ୍ଗୀ : ପ୍ରୀତମ ପାଢ଼ୀ (ବିଜେଡ଼ି)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.