Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||

ED ରୁଜୁ କଲା ସୁଶାନ୍ତ ସିଂହଙ୍କ ବାପାଙ୍କ ବୟାନ୍ : କହିଲେ ପୁଅର ଆକାଉଣ୍ଟରୁ ଉଠା ଯାଇଛି କୋଟି କୋଟି ଟଙ୍କା

18/08/2020 at 3:47 PM

ମୁମ୍ବାଇ ୧୮/୮: ସୋମବାର ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହଙ୍କ ବୟାନ ମଧ୍ୟ ଇଡି ରୁଜୁ କରିଥିଲା। ଇଡିକୁ ଦେଇଥିବା ବୟାନରେ ସେ ଦାବି କରିଥିଲେ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟରୁ ବେଆଇନଭାବେ ୧୫କୋଟି ଟଙ୍କା ବାହାର କରାଯାଇଥିଲା। ଇଡି ସୁଶାନ୍ତଙ୍କ ବାପାଙ୍କୁ ନିଜ ଅଭିଯୋଗକୁ ସାବ୍ୟସ୍ତ କରିବା ପାଇଁ ପ୍ରମାଣ ଦେବାକୁ କହିଛି।

କେକେ ସିଂହ ଇଡିକୁ କହିଥିଲେ ଯେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସେହି ଆକାଉଣ୍ଟକୁ ଟଙ୍କା ଯାଇଛି ଯାହା ସହ ତାଙ୍କର ପୁଅଙ୍କ କୌଣସି ସମ୍ପର୍କ ନଥିଲା। ସୁଶାନ୍ତଙ୍କ ବାପା ଅନ୍ଦାଜା ଲଗାଇଛନ୍ତି ଯେ ଏହି ଆକାଉଣ୍ଟ ରିୟା ଏବଂ ତାଙ୍କ ପରିବାରର ହୋଇପାରେ। ଇଡି ଇଲେକ୍ଟୋନିକ୍ ଗ୍ୟାଜେଟସର ଫରେନ୍ସିକ ରିପୋର୍ଟର ଅପେକ୍ଷା କରିଛନ୍ତି ଯାହା ଦ୍ବାରା ଯେଉଁ ସବୁ ମ୍ୟାସେଜ ଡିଲିଟ ହୋଇଛି ତାହାର ଡିଟେଲ ମିଳିବ। ଏହା ସହିତ ଇଡିକୁ ହ୍ବାଟସଆପ କଲର ଡିଟେଲ୍ ମଧ୍ୟ ମିଳିପାରିବ।

ଅନ୍ୟପଟେ,ଇଡି ଏବେ ରିୟା ଚକ୍ରବର୍ତ୍ତୀଙ୍କ ସିଏ ରିତେଶ ଶାହଙ୍କ ବୟାନ ରୁଜୁ କରିବ। ଏହା ପରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ ପଚରାଉଚୁରା ପାଇଁ ସମନ ପଠାଯିବ। ସୂଚନା ମିଳିଛି ଯେ ଇଡି ରିୟା ଚକ୍ରବର୍ତ୍ତୀଙ୍କ ଜବାବରେ ସନ୍ତୁଷ୍ଟ ହୋଇନାହିଁ।

 

 

   Related Posts