Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଝିଅମାନେ ଇଣ୍ଟରନେଟ୍ ରେ ଏହି ସବୁ ଜିନିଷ କରୁଛନ୍ତି ଅଧିକ ସର୍ଚ୍ଚ

23/06/2019 at 8:08 PM

ଝିଅମାନେ ଇଣ୍ଟରନେଟ୍ ରେ କ’ଣ ସର୍ଚ୍ଚ କରନ୍ତି ! ଏହାକୁ ନେଇ ସମସ୍ତଙ୍କ ମନରେ ରହିଛି ଉତ୍ସୁକତା। ତେବେ ବାସ୍ତବରେ ଇଣ୍ଟରନେଟରେ ଝିଅମାନେ କ’ଣ ସବୁ ସର୍ଚ୍ଚ କରନ୍ତି ? ଗୁଗଲ ସର୍ଚ୍ଚ ଇଞ୍ଜିନରେ ଅଧିକ ସର୍ଚ୍ଚ ହେଉଥିବା କି ୱାର୍ଡକୁ ନେଇ କରାଯାଇଥିବା ସର୍ଭେକ୍ଷଣରୁ ଏବେ ଜଣାପଡିଛି ଝିଅମାନେ ସର୍ଚ୍ଚ କରୁଥିବା ବିଷୟ ସମ୍ପର୍କରେ ।   ତେବେ ଆସନ୍ତୁ ଜାଣିବା ଝିଅମାନେ ସମୟ ପାଇଲେ ଇଣ୍ଟରନେଟ୍ ରେ କ’ଣ ସର୍ଚ୍ଚ କରୁଛନ୍ତି।

ସର୍ଚ୍ଚ ଇଞ୍ଜିନରେ ଝିଅମାନେ ପ୍ରାୟତଃ ଅନ-ଲାଇନ ସପିଙ୍ଗ ସମ୍ପର୍କିତ ସୂଚନା ଅଧିକ ସର୍ଚ୍ଚ କରୁଥିବା ଜଣାପଡିଛି। ପ୍ରାୟ ଝିଅ ସପିଙ୍ଗ ସାଇଟ୍ ରେ  ଗୋଟିଏ ପ୍ରଡକ୍ଟକୁ ଭିନ୍ନ ଭିନ୍ନ ସପିଙ୍ଗ ସାଇଟ୍ ରେ ଖୋଜିବା ସହ ଗୋଟିଏ ସାଇଟରୁ ଆଉ ଗୋଟିଏ ସାଇଟ୍ ରେ ଥିବା ମୂଲ୍ୟର ପ୍ରଭେଦ ଦେଖୁଛନ୍ତି। ଏହା ସହ ସେମାନେ ଡିସ୍କାଉଣ୍ଟ ଓ ଅଫରକୁ ମଧ୍ୟ ପ୍ରାଧାନ୍ୟ ଦେଉଥିବା ଏହି ସର୍ଭେକ୍ଷଣରୁ ଜଣାପଡିଛି। ସପିଙ୍ଗ ବ୍ୟତୀତ ଇଣ୍ଟରନେଟ୍ ରେ ଝିଅମାନଙ୍କର ଆଉ ଯେଉଁ ଗତିବିଧି ରହିଛି ସେଥିରେ ଫ୍ୟାସନ ଟିପ୍ସ ଓ ଶବ୍ଦମାନଙ୍କର ଅର୍ଥ ଖୋଜିବା ଅନ୍ୟତମ।

ଫ୍ୟାସନ ଟିପସ୍ ରେ ଝିଅମାନେ ଯେଉଁ ସବୁ କି ୱାର୍ଡ ଅଧିକ ସର୍ଚ୍ଚ କରୁଛନ୍ତି ସେଥିରେ ହେୟାରଷ୍ଟାଇଲ ଫର ଲଙ୍ଗ ହେୟାର ଅଥବା ହାଓଟୁ ଗେଟ୍ ଫେୟାର ସ୍କ୍ରିନ୍ ଭଳି କି ୱାର୍ଡସ ରହୁଛି। ଅଧିକାଂଶ ଝିଅ ରାତିରେ କେଶ ବିନ୍ୟାସ ନିମନ୍ତେ ଏହି ସବୁ ସର୍ଚ୍ଚ କରୁଥିବା ବେଳେ ଦିନ ବେଳା ଚୁପଚାପ ରହୁଥିବା ଏହି ଝିଅମାନେ ରାତି ହେଲେ ବିଭିନ୍ନ ଶବ୍ଦର ଡିକ୍ସିନାରୀ ମିନିଂ ଗୁଗଲରେ ବେଶି ସର୍ଚ୍ଚ କରୁଛନ୍ତି। ତେବେ ଏଥିରୁ ପୁଅଙ୍କ ଅପେକ୍ଷା ଝିଅ ଇଣ୍ଟରନେଟ୍ ରୁ ବେଶି ଉପଯୋଗୀ ଜିନିଷ ସର୍ଚ୍ଚ କରୁଥିବା ବେଳେ ଗୁଗଲ ବ୍ୟବହାର କରି ପ୍ରତ୍ୟେକ ଜିନିଷ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି। କ୍ଲାସରେ ହେଉ ବା ସାଙ୍ଗସାଥୀ ମେଳରେ ଚୁପଚାପ ରହୁଥିବା ଏହି ଝିଅମାନେ କିନ୍ତୁ ସୁଯୋଗ ପାଇଲେ ନିଜର ଜ୍ଞାନର ପରିସୀମା ବଢେଇବାକୁ ଇଣ୍ଟରନେଟର ପୁରାକୁପୁରା  ଉପଯୋଗ କରୁଛନ୍ତି। 

   Related Posts