ଜ୍ୟୋତିଷ ଶାସ୍ତ୍ରରେ ପ୍ରତିବ୍ୟକ୍ତିଙ୍କ ବ୍ୟବହାର ଓ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ଶତପ୍ରତିଶତ ଆକଳନ କରାଯାଇପାରେ। କିଛି ଜ୍ୟୋତିଷ ଶାସ୍ତ୍ରୀ ଦାବି କରନ୍ତି ଯେ ସେମାନେ ଲୋକଙ୍କ ସେକ୍ସ ଲାଇଫ ସମ୍ପର୍କରେ ମଧ୍ୟ ସଠିକ ଆକଳନ କରନ୍ତି। ରାଶି ଅନୁସାରେ କହି ପାରନ୍ତି କେଉଁ ରାଶିର ଲୋକେ କେତେ ସେକ୍ସି କେତେ ସଫଳ ସେମାନଙ୍କ ବୈବାହିକ ଜୀବନ। ଏଥିରେ ବୃଷ ରାଶିର ଲୋକଙ୍କୁ ସେମାନେ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ଏହି ରାସିର ଲୋକେ ଅଧିକ କାମୁକ ବୋଲି କୁହେ ଜ୍ୟୋତିଷ ଶାସ୍ତ୍ର।
{"id":114018}ଜ୍ୟୋତିଷ ଶାସ୍ତ୍ରକୁ ସ୍ବୀକାର କଲେ ବୃଷ ରାଶିର ଲୋକଙ୍କୁ ସାମାନ୍ୟ ସ୍ପର୍ଷରେ ଉତ୍ତେଜିତ କରାଯାଇପାରେ। ଯଦି ଆପଣଙ୍କ ପ୍ରେମିକ ବୃଷରାଶିରେ ଜାତ ବ୍ୟକ୍ତି ତେବେ ପ୍ରଥମରୁ ନିଶ୍ଚିତ କରି ନିଅନ୍ତୁ ତାଙ୍କ ପାଇଁ ଆପଣଙ୍କୁ ଧୈର୍ଯ୍ୟ ଧରିବାକୁ ହେବ । ଏହି ରାଶିର ଲୋକେ ପ୍ରାୟତ ସମାନ ସାମାଜିକ ବାତାବରଣର ଲୋକଙ୍କୁ ନିଜ ପାଇଁ ନିର୍ବାଟିତ କରିଥାନ୍ତି। ସେମାନଙ୍କ ବୁଦ୍ଧି ଓ ଆରାମ ଇଛା ପାଇଁ ସେମାନେ ପ୍ରତିମୁହୁର୍ତ୍ତରେ ପ୍ରତିକ୍ରିୟା ପାଇଁ ପ୍ରସ୍ତୁତ ଥାନ୍ତି।
{"id":114019}ଏହିରାଶିରେ ଜାତ ବ୍ୟକ୍ତିଙ୍କ ଉତ୍ତେଜନାର କେନ୍ଦ୍ର ମୁହଁ ଏବଂ ଗଳାର ଯେକୌଣସି ସ୍ଥାନରେ ଥାଇପାରେ। ଶାରୀରିକ ସମ୍ପର୍କ ବେଳେ ସାଥୀଙ୍କୁ ସେମାନେ ସେହି ସବୁ ଅଙ୍ଗରେ ସ୍ପର୍ଷ କରିବାକୁ ବାଧ୍ୟ କରିଥାନ୍ତି। ଏପରି ଲୋକେ ବୈବାହିକ ଜୀବନକୁ ବେଶ ଉପଭୋଗ କରିଥାନ୍ତି ଓ ସେମାନଙ୍କ ସମ୍ଭୋଗ ସମୟ ବେଶ ଦୀର୍ଘ ହୋଇଥାଏ।