Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

କେଶକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ ଏହି ୩ଟି ଟିପ୍ସ ଦେଲେ ଧକ୍ ଧକ୍ ଗାର୍ଲ ମାଧୁରୀ : ପଢ଼ନ୍ତୁ ପୂରା ଖବର

12/09/2019 at 2:19 PM

କେଶକୁ ନେଇ ସମସ୍ତେ ଚିନ୍ତାରେ ଥାଆନ୍ତି। କିନ୍ତୁ ଠିକ ଭାବରେ ନିଜ କେଶର ଯତ୍ନ ନେଲେ କୌଣସି ସମସ୍ୟା ହୋଇନଥାଏ। ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ କଥା କହିବା ଯଦି ସୁନ୍ଦର ,ଘନ କେଶ ଆଜି ବି ସେହିପରି ରହିଛି। ତାଙ୍କ କହିବାନୁସାରେ ସେ ଅତ୍ୟନ୍ତ ପ୍ରାକୃତିକ ଉପାୟରେ ନିଜ କେଶର ଯତ୍ନ ନେଇଥାଆନ୍ତି। ପାର୍ଲର ସହ ତାଙ୍କର କୌଣସି ସମ୍ପର୍କ ନଥାଏ। ଆସନ୍ତୁ ଜାଣିବା ତାଙ୍କର ସୁନ୍ଦର କେଶର ରହସ୍ୟ ବିଷୟରେ

ମାଧୁରୀ ନିଜେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ସପ୍ତାହରେ ୨ଥର  କେଶର ମାଲିସ୍ କରିଥାଆନ୍ତି। ସେ ଅଲିଭ ଏବଂ କ୍ୟାଷ୍ଟର ତେଲ ବରାବର ମାତ୍ରାରେ ମିଶାଇ ନିଜ କେଶରେ ମାଲିସ୍ କରିଥାଆନ୍ତି। ସେ କୁହନ୍ତି ଯେ ଏପରି କରିବା ଦ୍ବାରା ତାଙ୍କର କେଶର ମୂଳରେ ପୋଷଣ ମିଳିଥାଏ ଏବଂ କେଶ ବହୁତ ଶୀଘ୍ର ବଢ଼ିଥାଏ। ଖରାପ ପାଗରେ ତେଲ କେଶକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ସେ ଘରେ ପ୍ରସ୍ତୁତ କଣ୍ଡିସନର ବ୍ୟବହାର କରିଥାଆନ୍ତି। ସେ କଦଳୀ କିମ୍ବା ଅଣ୍ଡା ସାହାଯ୍ୟରେ ଘରେ କଣ୍ଡିସନର ପ୍ରସ୍ତୁତ କରିଥାଆନ୍ତି।

  • ସେ କେଶକୁ ମସାଜ କରିବାକୁ ଭୁଲନ୍ତି ନାହିଁ।
  • ସେ କେବେ ହେୟାର ଡ୍ରାୟର ବ୍ୟବହାର କରନ୍ତି ନାହିଁ।
  • କେଶର ଷ୍ଟାଇଲିଙ୍ଗ କରିବାବେଳେ ହିଟକୁ ରୋକିଥାଆନ୍ତି।
  • ଖରାପ ପାଗରେ କେଶକୁ ଅଧିକ ଯତ୍ନ ନିଅନ୍ତି।
  • କେଶକୁ ସୁନ୍ଦର କରିବା ପାଇଁ ସେ ପ୍ରାକୃତିକ ଉପାୟ ଅବଲମ୍ବନ କରିଥାଆନ୍ତି । 

   Related Posts