Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ନିଶ୍ଚିତ ପୂର୍ଣ୍ଣ ହେବ ଆପଣଙ୍କ ସମସ୍ତ ମନସ୍କାମନା : ବାସ୍ ଏଭଳି ପୂଜା କରନ୍ତୁ ଓସ୍ତ ଗଛକୁ

30/03/2020 at 4:10 PM

ଜ୍ୟୋତିଷ ଶାସ୍ତ୍ର ଏବଂ ଧର୍ମ ଗ୍ରନ୍ଥ ଅନୁସାରେ ଘରର ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିବା ଦ୍ବାରା ବ୍ୟକ୍ତିଙ୍କ ସମସ୍ତ ପ୍ରକାର ଦୁର୍ଭାଗ୍ୟ ନାଶ ହୋଇଥାଏ। ପିତୃ ପୁରୁଷଙ୍କ କୃପାରେ ବ୍ୟକ୍ତି ଯେ କେବଳ ଲଗାତାର ସଫଳତା ପାଇଥାନ୍ତି ତା’ନୁହେଁ ବରଂ ତାଙ୍କ ଘରେ ଏବଂ ଆଖପାଖରେ ପ୍ରତିଷ୍ଠା ବଜାୟ ରହିଥାଏ।

ଅମାବାସ୍ୟାରେ ଯେକୌଣସି ଓସ୍ତ ଗଛକୁ ପୂଜା କରନ୍ତୁ ଏବଂ ଗଛକୁ ବନ୍ୟ ପୂଜା ସାମଗ୍ରୀ ଅର୍ପଣ କରନ୍ତୁ। ଏହା ପରେ ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଓଁ ନମୋଃ ଭଗବତେ ବାସୁଦେବାୟ ଜପ କରନ୍ତୁ। ଏପରି କରିବା ଦ୍ବାରା ଶ୍ରୀହରି ଏବଂ ମହାଲକ୍ଷ୍ମୀ କୃପା ତୁରନ୍ତ ପ୍ରାପ୍ତ ହୋଇଥାଏ ଏବଂ ଘରର ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ।

ପିତୃପକ୍ଷଙ୍କ ଅନ୍ତିମ ଦିନରେ ଏହି ଲୋଟାରେ କ୍ଷୀର,ପାଣି,କଳା ଏବଂ ଧଳା ରାଶି,ଯଅ ମିଶାନ୍ତୁ। ଏହା ପରେ ଯେକୌଣସି ଧଳା ମିଠା,ଗୋଟିଏ ନଡ଼ିଆ,କିଛି ମୁଦ୍ରାକୁ ଓସ୍ତ ଗଛ ତଳେ ନେଇ ଯାଇ ପ୍ରଥମେ ଲୋଟାର ସମସ୍ତ ସାମଗ୍ରୀ ଓସ୍ତ ଗଛର ମୂଳରେ ଦିଅନ୍ତୁ।

   Related Posts