Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||

ଏହି ୫ଜଣ ହେଲେ ଆଡଲ୍ଟ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ : ଜାଣନ୍ତୁ

19/05/2019 at 2:32 PM

୧.ଆଡ୍ରିଆନା : ଆଡ୍ରିଆନା ଜଣେ ୟୁରୋପୀୟ ଅଭିନେତ୍ରୀ। ତାଙ୍କ ଜନ୍ମ ୧୯୯୧ମସିହାରେ। ତାଙ୍କୁ ଏବେ ମାତ୍ର ୨୭ବର୍ଷ। ଆଡ୍ରିଆନାକୁ ଆଡଲ୍ଟ ଇଣ୍ଡଷ୍ଟ୍ରିର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ଭାବେ ଜଣାଯାଏ।

୨.ରେମି ଲାକ୍ରିକ୍ସ: ରେମି ଲାକ୍ରିକ୍ସଙ୍କ ଜନ୍ମ ୧୯୮୮ମସିହା ଜୁନ୍ ୨୬ରେ ସାନଫ୍ରାନସିସ୍କୋରେ ହୋଇଥିଲା। ଏଥିରେ ପ୍ରବେଶ କରିବା ପୂର୍ବରୁ ରେମି ଜଣେ ଡ୍ୟାନସର ଥିଲେ।

୩. ମିୟା ମାଲକୋଭା : ମିୟା ମାଲକୋଭା ଜଣେ ଆମେରିକୀୟ ଅଭିନେତ୍ରୀ ଯିଏ ୨୦୧୩ମସିହାରେ ଆଡଲ୍ଟ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ସେ ୨୦୧୪ମସିହାରେ ଆଡଲ୍ଟ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଡ୍ୟାନି ମାଉଣ୍ଟେନଙ୍କୁ ବିବାହ କରିଥିଲେ କିନ୍ତୁ ୨୦୧୮ମସିହାରେ ଅଲଗା ହୋଇଯାଇଥଲେ।

୪.କ୍ଲୋ ଫୋଷ୍ଟର: କ୍ଲୋ ଫୋଷ୍ଟର ଆଡଲ୍ଟ ଇଣ୍ଡଷ୍ଟ୍ରିର ଜଣେ ସୁନ୍ଦରୀ ଅଭିନେତ୍ରୀ।  

 

୫.ଏଲସା ଜିନ ଜଣେ ଆମେରିକୀୟ ଅଭିନେତ୍ରୀ ଯିଏ ୨୦୧୫ମସିହାରେ ଆଡଲ୍ଟ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ସେ ଆଡଲ୍ଟ ଇଣ୍ଡଷ୍ଟ୍ରିର ସବୁଠୁ କ୍ୟୁଟ ଅଭିନେତ୍ରୀ। ଆଡଲ୍ଟ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଏଲସା ଓ୍ବାଶିଂଟନର ଏକ ତେଜରାତି ଦୋକାନରେ କାମ କରୁଥିଲେ।

   Related Posts