Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||

ଚନ୍ଦ୍ର ଦର୍ଶନ କରନ୍ତୁ,ଭାଗ୍ୟ ବଦଳାନ୍ତୁ : କ’ଣ ସବୁ ରହିଛି ନିତି ନିୟମ

24/04/2020 at 4:49 PM

ଅମାବାସ୍ୟାର ଆଗାମୀ ତିଥିରେ ଯେତେବେଳେ ଦ୍ବିତୀୟ ଦିବସ ଉଦୟ ହୋଇଥାଏ ତାହାକୁ ଚନ୍ଦ୍ର ଦର୍ଶନ କୁହାଯାଇଥାଏ। ଧାର୍ମିକ ଦୃଷ୍ଟିକୋଣରେ ଏହାର ନିଜର ଭିନ୍ନ ମହତ୍ତ୍ବ ରହିଛି। ଏହି ସମୟରେ ବ୍ରତ ରଖିବାର ବିଧାନ ରହିଛି। ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ କରି ତାଙ୍କୁ ଅର୍ଘ୍ୟ ଦେଇ ପୂଜା କରିବା ପରେ ଭୋଜନ ଗ୍ରହଣ କରାଯାଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଦିନ ଚନ୍ଦ୍ର ଦର୍ଶନର ଦିନ ହୋଇଥାଏ,ସେହି ଦିନ ଏହାର ଗଣନା ଚ୍ୟାଲେଞ୍ଜିଂ ହୋଇଥାଏ। ଏହା ଏଥିପାଇଁ କାରଣ ସୂର୍ଯ୍ୟାସ୍ତର ତୁରନ୍ତ ପରେ ଚନ୍ଦ୍ର ଦେବତା କିଛି ସମୟ ପାଇଁ ଦର୍ଶନ ଦେଇଥାନ୍ତି। ଯେଉଁ ଦିନ ଚନ୍ଦ୍ର ଦର୍ଶନର ତିଥି ହୋଇଥାଏ ସେହି ଦିନ ଚନ୍ଦ୍ରମା ଏବଂ ସୂର୍ଯ୍ୟ ସମାନ ଉଚ୍ଚତାରେ ଅବସ୍ଥାନ କରିଥାନ୍ତି। ସୂର୍ଯ୍ୟ ଦେବତାଙ୍କ ପ୍ରକାଶରେ ଚନ୍ଦ୍ର ଦେବତାଙ୍କ ଦର୍ଶନ ହୋଇପାରିନଥାଏ।

ଯେଉଁ ବ୍ୟକ୍ତିଙ୍କ ଜାତକରେ ଚନ୍ଦ୍ର ଦୁର୍ବଳ ଥାନ୍ତି ,ପ୍ରତିକୂଳ କିମ୍ବା ଶତ୍ରୃ ରାଶିରେ ରହୁଛନ୍ତି,ଚତୁର୍ଥ,ଅଷ୍ଟମ କିମ୍ବା ଦ୍ବାଦଶ ଭାବରେ ରହିଲେ ସେ ନିଜର ଶୁଭ ପ୍ରଭାବ ହରାଇ ଦେଉଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ନାଲି ପୁସ୍ତକରେ କିଛି ଉପାୟ କୁହାଯାଇଛି ଯାହା କରିବା ଦ୍ବାରା କିଛି ଅନୁକୂଳତା ପ୍ରାପ୍ତ କରାଯାଇଥାଏ। ଏହି ଉପାୟ କରିବା ଦ୍ବାରା କୌଣସି ପଣ୍ଡିତ କିମ୍ବା ଜାତକଙ୍କ ପରାମର୍ଶ ନିଅନ୍ତୁ।

  • ମାଟି ପାତ୍ରରେ କ୍ଷୀର ଭର୍ତ୍ତି କରି ରଖନ୍ତୁ।
  • ନିଜ ଘରେ ସ୍ବଚ୍ଛ ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ।
  • ରାତିରେ କ୍ଷୀର ପିଅନ୍ତୁ ନାହିଁ।
  • ପଲଙ୍କ ଗୋଡ଼ ପାଖରେ ତମ୍ବା କଣ୍ଟା ଲଗାନ୍ତୁ।
  • ଘରେ ବୟସ୍କଙ୍କ ଆଶୀର୍ବାଦ ନିଅନ୍ତୁ।
  • ଚନ୍ଦ୍ରଙ୍କୁ ପ୍ରସନ୍ନ କରିବା ପାଇଁ ଓଁ ସୋଂ ସୋମାୟଃ ନମଃ ମନ୍ତ୍ର ଜପ କରନ୍ତୁ।

   Related Posts