Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ଆପଣଙ୍କ ଗୋଡ଼ର ଦ୍ବିତୀୟ ଆଙ୍ଗୁଳି ଲମ୍ବା କି : ଜାଣନ୍ତୁ ଏହାର ରହସ୍ୟ

30/05/2019 at 5:40 PM

ଜ୍ୟୋତିଷ ଅନୁସାରେ ଶରୀର ଗଠନର ପ୍ରଭାବ ବ୍ୟକ୍ତିଙ୍କ ଭାଗ୍ୟ ଉପରେ ପଡ଼ିଥାଏ। ପ୍ରତ୍ୟେକ ମନୁଷ୍ୟଙ୍କ ଶରୀରର ଗଠନ ଅଲଗା ଅଲଗା ହୋଇଥାଏ। କେହି ଲମ୍ବା ହୋଇଥାଏ ତ କେହି ଗେଡ଼ା ହୋଇଥାଏ।          କାହା ନାକ ଛୋଟ ହୋଇଥାଏ ତ କାହା ନାକ ବଡ଼ ହୋଇଥାଏ। କାହା ଆଖି ଛୋଟ ହୋଇଥାଏ ତ କାହା ଆଖି ବଡ଼ ହୋଇଥାଏ।

ବ୍ୟକ୍ତିଙ୍କ ଶରୀରର ଗଠନ କେତେକ ରହସ୍ୟ ଉନ୍ମୋଚନ କରିଥାଏ। ଆପଣ ଦେଖିଥିବେ କେତେକ ବ୍ୟକ୍ତିଙ୍କ ପାଦର ଦ୍ବିତୀୟ ଆଙ୍ଗୁଳି ଅର୍ଥାତ୍ ବୁଢ଼ା ଆଙ୍ଗୁଠି କଡ଼ରେ ଥିବା ଆଙ୍ଗୁଳି ବାକି ଆଙ୍ଗୁଳି ତୁଳନାରେ ବଡ଼ ହୋଇଥାଏ। ଯେଉଁମାନଙ୍କର ଏପରି ହୋଇଥାଏ ତାଙ୍କ ଜୀବନ ସମ୍ବନ୍ଧରେ ଆଜି ଆମେ କେତେକ କଥା ଜାଣିବା।

ଯେଉଁ ବ୍ୟକ୍ତିଙ୍କ ପାଦର ଦ୍ବିତୀୟ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ଦେଖିବାକୁ ଖୁବ୍ ଆକର୍ଷଣୀୟ ହୋଇଥାଆନ୍ତି। ଏମାନେ ଅତ୍ୟନ୍ତ ସହଜ​‌ରେ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଆନ୍ତି।

ଯେଉଁ ମହିଳାଙ୍କ ପାଦର ଦ୍ବିତୀୟ ଆଙ୍ଗୁଳି ଲମ୍ବା ହୋଇଥାଏ ସେମାନେ ନିଜ ସ୍ବାମୀଙ୍କୁ ବହୁତ ଭଲ ପାଇଥାଆନ୍ତି। କିନ୍ତୁ ଏମାନେ ନିଜ ଭଲ ପାଇବାକୁ ପ୍ରକାଶ କରିପାରନ୍ତି ନାହିଁ।

ଏମାନେ ଅତ୍ୟନ୍ତ ଉତ୍ତମ ସ୍ବଭାବର ହୋଇଥାଆନ୍ତି। ଏମାନେ ଖୁବ୍ ଶୀଘ୍ର ପ୍ରଚଣ୍ଡ ରାଗି ଯାଇଥାଆନ୍ତି। ତାଙ୍କ ରାଗ ସେମାନେ କାହା ଆଗରେ ପ୍ରକାଶ କରନ୍ତି ନାହିଁ।

ଏମାନଙ୍କ ଜୀବନରେ କେତେକ ସମସ୍ୟା ଥାଏ କିନ୍ତୁ ଏହି ବ୍ୟକ୍ତିମାନେ ନିଜ ଜୀବନରେ ସଫଳ ହୋଇଥାଆନ୍ତି। କଠିନ ପରିଶ୍ରମ କରିବା ଫଳରେ ସେମାନେ ପରେ ସଫଳତା ହାସଲ କରିଥାଆନ୍ତି।

ଏମାନଙ୍କ ମଧ୍ୟରେ ନେତୃତ୍ବ ନେବାର ଗୁଣ ଥାଏ। ଏମାନେ ଯେଉଁଠି ଯାଇଥାଆନ୍ତି ଏକ ଭିନ୍ନ ପରିଚୟ ସୃଷ୍ଟି କରିଥାଆନ୍ତି।

ଏମାନେ ସବୁବେଳେ ଅନ୍ୟର ଧ୍ୟାନ ନିଜଆଡ଼କୁ ଆକର୍ଷିତ କରିଥାଆନ୍ତି।

ଏମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଆନ୍ତି।

   Related Posts