Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ପେଟ୍ରୋଲ୍ ଇଞ୍ଜିନ୍ ଥିବା ଆର୍ଟିଗା ଟୁର ଏମର ମୂଲ୍ୟ ଜାଣିଲେ ଉଡ଼ିଯିବ ହୋଶ୍

16/10/2019 at 2:31 PM

ନୂଆଦିଲ୍ଲୀ ୧୬/୧୦: ମାରୁତି ସୁଜୁକୀ ମଲଟି ପରପଜ ବେହିକଲ୍ କ୍ୟାଟେଗରିର କାର୍ ଆର୍ଟିଗାର ଟୁର ଏମର ଡିଜେଲ୍ ମଡେଲ୍ ଲଞ୍ଚ କରି ଦେଇଛି। ଦିଲ୍ଲୀ ଏକ୍ସ ଶୋରୁମରେ ଏହାର ମୂଲ୍ୟ ୯.୮୧ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ମାରୁତି ମଇ ମାସରେ ଏହାର ପେଟ୍ରୋଲ୍ ଇଞ୍ଜିନ୍ ଥିବା ମଡେଲ୍ ଲଞ୍ଚ କରିଥିଲା। ପେଟ୍ରୋଲ୍ ଇଞ୍ଜିନର ମୂଲ୍ୟ ଡିଜେଲ୍ ଇଞ୍ଜିନରୁ କମ୍। ପେଟ୍ରୋଲ୍ ଇଞ୍ଜିନ୍ ଥିବା ଆର୍ଟିଗା ଯୁର ଏମର ଶୋରୁମ୍ ମୂଲ୍ୟ ୮ଟଙ୍କା ଥିଲା।

ଜୁଲାଇରେ ଲଞ୍ଚ କରାଯାଇଥିବା ଆର୍ଟିଗା ଟୁର ଏମର ସିଏନଜି ମଡେଲର ମୂଲ୍ୟ ୮.୮୩ଲକ୍ଷ ଟଙ୍କା। ମାରୁତିର ଏହି କାରକୁ ଟୁର ଆଣ୍ଡ ଟ୍ରାଭେଲ୍,କ୍ୟାବ୍ କମ୍ପାନୀ ଏବଂ ବଡ଼ ପରିବାର ଥିବା ଲୋକେ କିଣିଥାଆନ୍ତି।

ଏହି କାରରେ ସମସ୍ତ ଜରୁରୀ ଫିଚର ଦିଆଯାଇଛି। ସେଫ୍ଟି ପାଇଁ ଟ୍ୟୁଆଲ୍ ଫ୍ରଣ୍ଟ ଏୟାରବ୍ୟାଗ,ଇବିଡି ଓ୍ବିଥ ଏବିଏସ୍,ରିୟର ପାର୍କିଙ୍ଗ ସେନସର ଭଳି ସମସ୍ତ ଜରୁରୀ ଫିଚର ଦିଆଯାଇଛି। ଏଥିରେ ୧.୫ଲିଟରର ଡିଡିଆଇଏସ୍ ୨୨୫ ଟର୍ବୋଚାର୍ଜଡ ଇଞ୍ଜିନ୍ ଦିଆଯାଇଛି। ୬ସ୍ପିଡ ମ୍ୟାନୁଏଲ୍ ଗିୟରବକ୍ସ ସହ ଆସୁଥିବା ଏହି କାର୍ ୨୪.୨ କିଲୋମିଟର ପ୍ରତି ଲିଟର ମାଇଲେଜ ଦେଇଥାଏ।

   Related Posts