Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ଆସନ୍ତୁ ଜାଣିବା ଭାରତର ୫ଜଣ ସୁନ୍ଦରୀ ମହିଳା ରାଜନେତ୍ରୀଙ୍କ ବିଷୟରେ : ବଲିଉଡ ସୁନ୍ଦରୀ ଏମାନଙ୍କ ଆଗେ ଫିକା

25/01/2019 at 3:26 PM

ଆସନ୍ତୁ ଜାଣିବା ୫ଜଣ ସୁନ୍ଦରୀ ମହିଳା ରାଜନେତ୍ରୀଙ୍କ ବିଷୟରେ ଯେଉଁମାନେ କୈାଣସି ବଲିଉଡ ହିରୋଇନଙ୍କଠୁ କମ୍ ନୁହଁନ୍ତି।

୧.ପ୍ରିୟଙ୍କା ଗାନ୍ଧୀ: ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଝିଅ ଏବଂ ରାହୁଲ ଗାନ୍ଧୀଙ୍କ ଭଉଣୀ। ତାଙ୍କ ସୈାନ୍ଦର୍ଯ୍ୟ ନିମନ୍ତେ ସେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ସେ ରବର୍ଟ ଭଦ୍ରାଙ୍କୁ ବିବାହ କରିଛନ୍ତି। କେତେକ ବିରୋଧୀ ନେତା ମଧ୍ୟ ତାଙ୍କ ସୈାନ୍ଦର୍ଯ୍ୟକୁ ନେଇ ଥଟ୍ଟା କରିଥାନ୍ତି।

୨. ଅଲ୍କା ଲାମ୍ବା : ଅଲ୍କା ଲାମ୍ବା ଆମ୍ ଆଦମୀ ପାର୍ଟିର ବିଧାୟକ। ସେ ତାଙ୍କ ସୈାନ୍ଦର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ସୈାନ୍ଦର୍ଯ୍ୟ କୈାଣସି ବଲିଉଡ ହିରୋଇନଙ୍କଠୁ କମ୍ ନୁହେଁ।

୩.ଡିମ୍ପଲ୍ ଯାଦବ: ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ୍ ଯାଦବ କୈାଣସିବ ଲିଉଡ ହିରୋଇନଙ୍କଠୁ କମ୍ ନୁହଁନ୍ତି। ଅଖିଳେଶ ଯାଦବ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ।

୪.ପ୍ରିୟଙ୍କା ଚତୁର୍ବେଦୀ : ପ୍ରିୟଙ୍କା ଚତୁର୍ବେଦୀ କଂଗ୍ରେସର ମୁଖପାତ୍ର । ସେ ଅତ୍ୟନ୍ତ ସୁନ୍ଦରୀ। ସେ ଅଧିକାଂଶ ସମୟରେ ନ୍ୟୁଜ ଡିବେଟରେ ଦେଖାଯାଆନ୍ତି।

୫.ଚାରୁ ଚୈାଧୁରୀ: ଚାରୁ ଚୈାଧୁରୀ ରାଲୋଦ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜୟନ୍ତ ଚୈାଧୁରୀଙ୍କ ପତ୍ନୀ। ସେ ଅଧିକାଂଶ ସମୟରେ ନିଜ ପାର୍ଟିର ପ୍ରଚାର କରୁଥିବାର ଦେଖାଯାଇଥାନ୍ତି। ତାଙ୍କ ସୈାନ୍ଦର୍ଯ୍ୟ ଆଗରେ ବଲିଉଡ ହିରୋଇନମାନେ ଫିକା ପଡ଼ିଯାଆନ୍ତି।  

   Related Posts