Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ତାଜ୍ ହୋଟେଲରେ ଗୋଟିଏ ରାତି ରହିଲେ କେତେ ଟଙ୍କା ଦେବାକୁ ପଡ଼ିଥାଏ : ଜାଣନ୍ତୁ

16/03/2019 at 2:28 PM

ଯେବେ ଆମେ ଘରୁ ବାହାରକୁ କେଉଁଠି ବୁଲିବାକୁ ଯାଇଥାଉ ରାତିରେ ରହିବା ପାଇଁ ହୋଟେଲର ଆବଶ୍ୟକତା ପଡ଼ିଥାଏ। ଆଜିକାଲି ହୋଟେଲ୍ ଭଡ଼ା ବହୁତ ବଢ଼ିଯାଇଛି। କିନ୍ତୁ ଏଥି ସହିତ ସେହି ସବୁ ହୋଟେଲରେ ରହିବା ପାଇଁ ଉପଯୁକ୍ତ ସୁବିଧା ମିଳିଥାଏ। ଆଜି ଆମେ ଜାଣିବା ଭାରତର ସବୁଠୁ ଦାମୀ ହୋଟେଲ୍ ତାଜ ବିଷୟରେ ଯେଉଁଠି ଗୋଟିଏ ରାତିର ଭଡ଼ା କଥା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ।

ତାଜ ହୋଟେଲ ମୁମ୍ବାଇର ସବୁଠୁ ପ୍ରସିଦ୍ଧ ହୋଟେଲ୍ । ଏହି ହୋଟେଲରେ ସବୁ ଜିନିଷ ଅତ୍ୟନ୍ତ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥାଏ। ହୋଟେଲରେ ଗୋଟିଏ ରାତି ରହିବା ପାଇଁ ଆପଣଙ୍କୁ ପାଖାପାଖି ୬ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ। ଯାହା ଏକ ସାଧାରଣ ମଣିଷ ପାଇଁ ସମ୍ଭବ ହୋଇନଥାଏ।

ମୁମ୍ବାଇକୁ ପ୍ରତ୍ୟେକ ଦେଶରୁ ଲୋକେ ବୁଲିବାକୁ ଆସିଥାଆନ୍ତି। ଏଠାରେ ରହି ଖାଦ୍ୟପେୟ ଏବଂ ସମସ୍ତ ଜିନିଷର ମଜା ନେଇଥାଆନ୍ତି। ଏହି ହୋଟେଲକୁ ସେହି ବ୍ୟକ୍ତିମାନେ ଆସିଥାଆନ୍ତି ଯେଉଁମାନଙ୍କ ପାଖରେ ଟଙ୍କାର ଅଭାବ ନଥାଏ। ଏହି ହୋଟେଲରେ ଏକ କପ୍ ଚାହାର ମୂଲ୍ୟ ୭୦୦ଟଙ୍କା ହୋଇଥାଏ।

   Related Posts