ସେଫ୍ଟିପିନ୍ ବିଷୟରେ ଏସବୁକଥା ଜାଣନ୍ତି କି ଆପଣ : ଜାଣି ଆଶ୍ଚର୍ଯ୍ୟ ହେବେ

Published By : Prameya-News7 Bureau | April 23, 2019 IST

 ସେଫ୍ଟିପିନ୍ ଦେଖିବାକୁ ଛୋଟ ହୋଇଥାଇପାରେ କିନ୍ତୁ ଏହା ବଡ଼ ବଡ଼ କାମ ଅତି ସହଜରେ କରିଥାଏ। ବୋଧ ହୁଏ ଏହାର ଉପାଦେୟତା କାରଣରୁ ଏହା ଘରେ ଘରେ ଦେଖିବାକୁ ମିଳେ। ଖାସ୍ କରି ମହିଳାମାନେ ଏହାକୁ ବ୍ୟବହାର କରିଥାଆନ୍ତି। ତଥାପି ଆପଣ ଏହା ବିଷୟରେ ବହୁତ କମ୍ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ସେଫ୍ଟିପିନ୍ ବିଷୟରେ କେତେକ ରୋଚକ ତଥ୍ୟ

{"id":106298,"width":596,"height":314}

୧୮୪୯ମସିହାରେ ଓ୍ବାଲଟର ହଣ୍ଟ୍ ନିଜ ୧୫ଟଙ୍କାର କରଜକୁ ପରିଶୋଧ କରିବା ପାଇଁ ସେଫ୍ଟିପିନ୍ ଆବିଷ୍କାର କରିଥିଲେ। ଓ୍ବାଲଟର ୮ଇଞ୍ଚର ତମ୍ବା ତାରରେ ଏହି ସେଫ୍ଟିପିନ୍ ଆବିଷ୍କାର କରିଥିଲେ। ଏହା ପ୍ରଥମ ପିନ୍ ଥିଲା,ଯେଉଁଥିରେ ପିନକୁ ଲକ କରିବା ପାଇଁ ଭଙ୍ଗା କାଚ ଲାଗିଥିଲା। ଓ୍ବାଲଟର ଏହା ବ୍ୟତୀତ ସିଲେଇ ମେସିନ୍,ଟ୍ରାମ୍ ଘଣ୍ଟି,ସ୍ପିନର ଏବଂ ରାସ୍ତା ସଫା କରିବା ମେସିନ୍ ଆବିଷ୍କାର କରିଥିଲେ।

{"id":106299,"width":594,"height":174}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.