Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ରିଲାଏନ୍ସ ଜିଓର ଏହି ପ୍ଲାନରେ ଏବେ ମିଳିବ ପ୍ରତିଦିନ ୧.୫ଜିବି ଡାଟା : ଜାଣନ୍ତୁ

27/06/2019 at 12:44 PM

ନୂଆଦିଲ୍ଲୀ ୨୭/୬:  ଯେବେଠୁ ଟେଲିକମ୍ ଦୁନିଆରେ ମୁକେଶ ଅମ୍ବାନୀ ପାଦ ଥାପିଛନ୍ତି ସେବେଠୁ ଯୁଦ୍ଧ ଆରମ୍ଭ ହୋଇଛି। ରିଲାଏନ୍ସ ଜିଓ କାରଣରୁ ଭାରତରେ ଡାଟା ବିଶ୍ବରେ ସବୁଠୁ ଶସ୍ତା। ଅନ୍ୟ ଟେଲିକମ୍ କମ୍ପାନୀଗୁଡ଼ିକୁ ମଧ୍ୟ ଜିଓ ଅନୁସାରେ ନିଜ ପ୍ଲାନରେ ପରିବର୍ତ୍ତନ କରିବାକୁ ପଡ଼ୁଛି। ଏହା ସତ୍ବେ ଜିଓର ଗ୍ରାହକ ଦିନକୁ ଦିନ ବଢ଼ିବାରେ ଲାଗିଛନ୍ତି  ଏବଂ ଅନ୍ୟ କମ୍ପାନୀଗୁଡ଼ିକରେ ଗ୍ରାହକଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି।

ରିଲାଏନ୍ସ ଜିଓର ଯେକୈାଣସି ମାସିକ ପ୍ଲାନରେ ପ୍ରତିଦିନ ଅତି କମରେ ୧.୫ଜିବି ଡାଟା ମିଳିଥାଏ। ଏହାଠାରୁ କମ୍ ଡାଟା କୈାଣସି ପ୍ଲାନରେ ନାହିଁ। ଏହା ବ୍ୟତୀତ ଲୋକାଲ,ଏସଟିଡି ଏବଂ ରୋମିଙ୍ଗ ଅନଲିମିଟେଡ କଲିଙ୍ଗର ସୁବିଧା ମଧ୍ୟ ଏଥିରେ ମିଳିଥାଏ। ଏହା ସହିତ ପ୍ରତିଦିନ ୧୦୦ଟି ଏସଏମଏସ୍ ମିଳିଥାଏ। ଏହା ବ୍ୟତୀତ ଜିଓ ମୋବାଇଲ୍ ଆପ୍ଲିକେସନର କମ୍ପ୍ଲିମେଣ୍ଠାରୀ ସବସ୍କ୍ରିପସନ ମଧ୍ୟ ମିଳୁଛି।

୧୪୯ଟଙ୍କାର ପ୍ଲାନରେ ୨୮ଦିନ ଭ୍ୟାଲିଡିଟି ରହିଛି। ୩୪୯ଟଙ୍କାର ପ୍ଲାନରେ ୭୦ଦିନର ଭ୍ୟାଲିଡିଟି ରହିଛି। ୩୯୯ଟଙ୍କାର ପ୍ଲାନରେ ୮୪ଦିନର ଭ୍ୟାଲିଡିଟି ରହିଛି। ୪୪୯ଟଙ୍କାର ପ୍ଲାନରେ ୯୧ଦିନର ଭ୍ୟାଲିଡିଟି ରହିଛି। ୧୬୯୯ଟଙ୍କାର ପ୍ଲାନରେ ୩୬୫ଦିନର ଭ୍ୟାଲିଡିଟି ରହିଛି। ଏହି ସମସ୍ତ ପ୍ଲାନରେ ପ୍ରତିଦିନ ୧.୫ଜିବି ଡାଟା ମିଳିଥାଏ। ଏହା ସହିତ ଅନଲିମିଟେଡ ଲୋକାଲ କଲ୍,ଏସଟିଡି ଏବଂ ରୋମିଙ୍ଗ କଲିଙ୍ଗ ମାଗଣା ରହିଛି।

   Related Posts