Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ସନ୍ଧ୍ୟା ପରେ ଏହି ମନ୍ଦିରରେ ମଣିଷ ପାଲଟି ଯାଆନ୍ତି ପଥର ! କାରଣ ଅତ୍ୟନ୍ତ ଭୟାନକ

20/01/2021 at 4:03 PM

ଜୟପୁର ୨୦।୧: ବିଶ୍ବରେ ଏମିତି ଅନେକ ସ୍ଥାନ ଅଛି ଯାହାର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ । ରାଜସ୍ଥାନରେ ଏମିତି ଏକ ସ୍ଥାନ ରହିଛି । ଏମିତି ଏକ ମନ୍ଦିର ଅଛି ଯାହା ରହସ୍ୟାବୃତ୍ତ ହୋଇ ରହିଛି । କୁହାଯାଏ ସନ୍ଧ୍ୟା ହେବା ପରେ ଯଦି ଭୁଲରେ କେହି ମଣିଷ ସେହି ମନ୍ଦିର ନିକଟରେ ରହିଯାଏ ତେବେ ସେ ପଥର ପାଲଟି ଯାଏ ।

ମନ୍ଦିରଟି ରାଜସ୍ଥାନର ବାରମେର ଜିଲ୍ଲାରେ ରହିଛି । ଏହା ‘କୀରାଡ଼ୁ’ ମନ୍ଦିର ନାଁରେ ପରିଚିତ । ମନ୍ଦିର ପରିଦର୍ଶନରେ ଅନେକ ପର୍ଯ୍ୟଟକମାନେ ଆସିଥାନ୍ତି କିନ୍ତୁ ସନ୍ଧ୍ୟା ହେବା ପୂର୍ବରୁ ସମସ୍ତେ ଫେରିଯାନ୍ତି । ଏହା ପଛରେ ଅତି ଭୟାନକ କାରଣ ରହିଛି । କୁହାଯାଏ ଏହି ମନ୍ଦିର ଉପରେ ଜଣେ ସାଧୁଙ୍କର ଅଭିଶାପ ରହିଛି । ଯାହା ଫଳରେ ଯଦି କୌଣସି ବ୍ୟକ୍ତି ସୂର୍ଯ୍ୟୋଦୟ ପରେ ସେହି ମନ୍ଦିର ନିକଟରେ ରହିଯାଏ ତେବେ ସେ ସବୁଦିନ ପାଇଁ ପଥର ପାଲଟିଯାଏ ।

ଲୋକଙ୍କ କହିବା ଅନୁସାରେ ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ସନ୍ଧ୍ୟା ହେବାପରେ ଏଠାରୁ ଫେରିନାହିଁ । ତଥାପି ମନ୍ଦିରର ସୌନ୍ଦର୍ଯ୍ୟ ଲୋକଙ୍କୁ ଆକୃଷ୍ଟ କରିଥାଏ । ଏହି ମନ୍ଦିର ଖଣ୍ଡହରୋ ମଧ୍ୟରେ ଅବଅବସ୍ଥିତ । ଯେଉଁଠାକୁ ଲୋକମାନେ ବଣଭୋଜି କରିବାକୁ ଯାଇଥାନ୍ତି । କିନ୍ତୁ ଲୋକମାନେ ଏହାର ନାଁରେ ଡରନ୍ତି ମଧ୍ୟ  ।

   Related Posts