ଲକ୍ଷେ ଟଙ୍କାର ରିହାତି ସହ ବଜାରରେ ପ୍ରବେଶ କରୁଛି Alto k10 : ଜାଣନ୍ତୁ ଏହାର ଫାଇଦା

Published By : Prameya-News7 Bureau | February 23, 2019 IST

wp:heading {"level":1}

/wp:heading wp:heading {"level":4}

ନୂଆଦିଲ୍ଲୀ ୨୩/୨: ଭାରତର ସବୁଠୁ ପ୍ରସିଦ୍ଧ କାର୍ ନିର୍ମାତା କମ୍ପାନୀ ମଧ୍ୟରୁ ମାରୁତିର ଛୋଟ କାର୍ Alto k10 ଉତ୍କୃଷ୍ଟ ମାଇଲେଜ୍ ପାଇଁ ଦେଶସାରା ସବୁଠି ଜଣା। ଏହାକୁ ଅନେକ ଲୋକ କିଣିଥାଆନ୍ତି। ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ଏହା ସବୁଠୁ ପସନ୍ଦଯୋଗ୍ୟ ହୋଇଥାଏ। ଏବେ ଅଲଟୋ ଅପଡେଟ୍ ହେବା ପରେ ଏହା ୮୦୦ସିସି ଭର୍ସନରୁ ଅଧିକ ସ୍ପୋର୍ଟି ଲୁକ୍ ଦେଇଥାଏ। ଏହାର ମୂଲ୍ୟ କଥା କହିବା ତ ଏହାର ମୂଲ୍ୟ ୩.୩୮ରୁ ୪.୨୪ଲକ୍ଷ ଟଙ୍କା ଭିତରେ ହୋଇଥାଏ। କମ୍ପାନୀ ଏହି କାରର MT ଏବଂ AMT ଟ୍ରିମ୍ସ ଉପରେ ଏବେ ଅତି ମାତ୍ରାରେ ଡିସକାଉଣ୍ଟ ଦେଉଅଛି। ୨୦୧୯ ଏପ୍ରିଲ୍ ମାସରୁ ଭାରତରେ ବିକ୍ରି କରାଯାଉଥିବା ସମସ୍ତ ଗାଡ଼ିରେ ABS ଅନିବାର୍ଯ୍ୟ କରି ଦିଆଯାଇଛି।

/wp:heading {"id":87859,"width":594,"height":393}
wp:heading {"level":1}

 

/wp:heading wp:heading {"level":4}

କମ୍ପାନୀ ଖୁବ୍ ଶୀଘ୍ର ନିଜ ମଡେଲର କାରର ମୂଲ୍ୟ ବଢ଼ାଇପାରେ । କିନ୍ତୁ ଏବେ ଡିସକାଉଣ୍ଟ କଥା ପଡ଼ିଛି। ମାରୁତି Alto k10ର ମାନୁଆଲ ଭର୍ସନ ଉପରେ ୫୦,୦୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ ଡିସକାଉଣ୍ଟ ଏବଂ AMT ଭର୍ସନ ଉପରେ ୬୦,୦୦୦ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଗ୍ରାହକ ନେଉଛନ୍ତି। ଏହାର ମାନୁଆଲ ଟ୍ରାନ୍ସମିଶନରେ ୨୦,୦୦୦ଟଙ୍କାର କ୍ୟାସ୍ ଡିସକାଉଣ୍ଟ ଏବଂ ୩୦,୦୦୦ଟଙ୍କାର ଏକ୍ସଚେଞ୍ଜ ବୋନସ୍ ମିଳିବ।

/wp:heading {"id":87860,"width":589,"height":361}
wp:heading {"level":4}

ଯଦି ଆପଣଙ୍କ ପାଖରେ ୭ବର୍ଷର ପୁରୁଣା କାର୍ ରହିଛି ତେବେ ଏହି ପୁରୁଣା ମଡେଲ୍ ପାଇଁ ଆପଣ ୨୦,୦୦୦ଟଙ୍କା ପାଇପାରିବେ। ଏବଂ ଏହାର AMT ଓ୍ବାରେଣ୍ଟ ପ୍ରତି ୩୫,୦୦୦ଟଙ୍କା ଏବଂ ୨୫,୦୦୦ଟଙ୍କାର ଏକ୍ସଚେଞ୍ଜ ବୋନସ୍ ଆପଣ ପାଇ ପାରିବେ। ଏଥିରେ ପାଖାପାଖି ୬୦,୦୦୦ଟଙ୍କାର ରିହାତି ଆପଣ ପାଇ ପାରିବେ।  

/wp:heading wp:heading {"level":1}

 

/wp:heading

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.