Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ୟେ ହେଉଛନ୍ତି ଭାରତର ସବୁଠୁ ସୁନ୍ଦରୀ ଏବଂ ହଟ୍ ଝିଅ : ଜାଣନ୍ତୁ କିଏ?

7/03/2019 at 10:20 AM

ଭାରତରେ ଏପରି କେତେକ ମଡେଲ୍ ଅଛନ୍ତି ଯେଉଁମାନେ ନିଜର ସୈାନ୍ଦର୍ଯ୍ୟ ସହ ନିଜର ଆକର୍ଷଣୀୟ ଚେହେରା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଆଜି ଆମେ ଆପଣଙ୍କୁ ଏପରି ଏକ ମଡେଲଙ୍କ ବିଷୟରେ କହିବା ଯିଏ ଦେଖିବାକୁ ଖୁବ୍ ହଟ୍ ଏବଂ ବୋଲ୍ଡ୍। ଆସନ୍ତୁ ଜାଣିବା ଏହି ସୁନ୍ଦରୀ ମଡେଲଙ୍କ ବିଷୟରେ

ଆମେ ଯାହା ବିଷୟରେ କହୁଛୁ ସେ ହେଉଛନ୍ତି ରିୟା ଶାଇନ୍। ରିୟା ଜଣେ ସୁନ୍ଦରୀ ମଡେଲ୍ ଏବଂ ଫ୍ୟାସନ୍ ବ୍ଲଗର୍। ରିୟା ଦେଖିବାକୁ ଯେତେ ସୁନ୍ଦର ତାଙ୍କ ଚେହେରା ମଧ୍ୟ ସେତିକି ଆକର୍ଷଣୀୟ। ଏଥିପାଇଁ ଭାରତରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ ଅଛନ୍ତି।

ତାଙ୍କ ଫଟୋ ସବୁବେଳେ ସୋଶିଆଲ ମିଡିଆରେ ଭାଇରାଲ ହୋଇଥାଏ। ରିୟା ମଡେଲିଂରେ ଖୁବ୍ ନାଁ କମାଇଛନ୍ତି। ସେ ଏବେ ବଡ଼ ବଡ଼ ବ୍ରାଣ୍ଡ ପାଇଁ ମଡେଲିଂ କରୁଛନ୍ତି।

   Related Posts