Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଆସୁଛି ସୂର୍ଯ୍ୟ ପରାଗ : ଜାଣନ୍ତୁ ଏହାର କିଭଳି ପ୍ରଭାବ ପଡ଼ିବ ଦେଶ,ଦୁନିଆ ଏବଂ ଆପଣଙ୍କ ରାଶି ଉପରେ

11/05/2020 at 2:32 PM

ଯେତେବେଳେ ଚନ୍ଦ୍ର,ସୂର୍ଯ୍ୟ ଏବଂ ପୃଥିବୀ ମଝିରେ ଆସିଥାଏ ସେତେବେଳେ ସୂର୍ଯ୍ୟଙ୍କ କିରଣ ପୃଥିବୀ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ,ଏହାକୁ ସୂର୍ଯ୍ୟ ପରାଗ କୁହାଯାଏ। ଜୁନ୍ ୨୧ତାରିଖରେ ବଳୟାକାର ଏହି ପରାଗ ସକାଳ ୯ଟା ୧୫ରେ ଆରମ୍ଭ ହେବ ଏବଂ ଏହା ଦ୍ବିପ୍ରହର ୨ଟା ବାଜି ୨ମିନିଟରେ ଶେଷ ହେବ।

ଭାରତ ସମେତ ଏହି ପରାଗକୁ ଦକ୍ଷିଣ-ପୂର୍ବ ୟୁରୋପ ,ଭାରତ ମହାସାଗର, ଆଫ୍ରିକା,ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକାରେ ଦେଖା ଯାଇପାରିବ।

ଏହି ପରାଗ ମିଥୁନ ଏବଂ ମୃଗଶିରା ନକ୍ଷତ୍ରରେ ଲାଗୁଛି ତେଣୁ ମିଥୁନ ରାଶିର ବ୍ୟକ୍ତିଙ୍କଠାରେ ଏହାର ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିବ। ଏହି ପରାଗ ସମୟରେ ମୋଟ ୬ଟି ଗ୍ରହ ବକ୍ରି ହେବେ ଏବଂ ପରାଗ ସମୟରେ ମଙ୍ଗଳ ଜଳୀୟ ରାଶି ମୀନରେ ବସି ସୂର୍ଯ୍ୟ,ଚନ୍ଦ୍ର,ବୁଧ ଏବଂ ରାହୁକୁ ଦେଖୁଥିବେ,ଯାହା ଭଲ ସଙ୍କେତ ନୁହେଁ। ଏହା ଦ୍ବାରା ସମୁଦ୍ରରେ ଚକ୍ରବାତ,ଝଡ଼ବାତ୍ୟା ଏବଂ ବନ୍ୟା ଭଳି ପ୍ରାକୃତିକ ବିପତ୍ତି ଲାଗି ରହିବ।

ଶନି,ମଙ୍ଗଳ ଏବଂ ଗୁରୁ ପ୍ରଭାବରେ ବିଶ୍ବର ଅନେକ ବଡ଼ ଦେଶରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ବର୍ଷେ ଯାଏଁ ଦେଖିବାକୁ ମିଳିବ।

   Related Posts