Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ପୋଷ୍ଟ ଅଫିସରେ ଜମା କରନ୍ତୁ ମାତ୍ର ୧ଲକ୍ଷ ଟଙ୍କା, ୨୦ ବର୍ଷ ମଧ୍ୟରେ ପାଇବେ ୪ଗୁଣାରୁ ଅଧିକ ଟଙ୍କା…ଜାଣନ୍ତୁ ଏହି ୪ଟି ସ୍କିମ ବିଷୟରେ

1/11/2019 at 12:33 PM

କେବେ କେବେ ବ୍ୟାଙ୍କ ଓ ଡାକଘର ଯୋଜନାକୁ ନେଇ ସମ୍ପୂର୍ଣ୍ଣ ସୂଚନା ନଥିବାରୁ ଲୋକେ ଟଙ୍କା ଜମା କରନ୍ତି ନାହିଁ। ନହେଲେ ଆଜି ମଧ୍ୟ ଅଧିକାଂଶ ଲୋକଙ୍କ ମଧ୍ୟରେ ବ୍ୟାଙ୍କ ଓ ପୋଷ୍ଟ ଅଫିସ ନେଇ ବିଶ୍ବାସ ରହିଛି। ତେବେ ଡାକଘରର ଏମିତି ୪ଟି ଯୋଜନା ବିଷୟରେ ଜାଣନ୍ତୁ ଯାହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଏହି ସ୍କିମ୍‌ରେ ୧ଲକ୍ଷ ଟଙ୍କା ଜମା କଲେ ୨୦ ବର୍ଷ ମଧ୍ୟରେ ଆପଣଙ୍କୁ ୪.୫ ଲକ୍ଷ ଟଙ୍କା ମିଳିପାରେ। ଡାକଘରେ ଜମା ହେବା ଟଙ୍କାର ଗ୍ୟାରେଣ୍ଟି କେନ୍ଦ୍ର ସରକାର ଦ୍ବାରା ଦିଆଯିବ। ଏହି ଯୋଜନା ଗୁଡିକ ହେଉଛି।

୧- ପୋଷ୍ଟ ଅଫିସ ଟାଇମ୍ସ ଡିପୋଜିଟ୍‌ ଆକାଉଣ୍ଟ

୨- କିସାନ ବିକାଶ ପତ୍ର

୩- ପଞ୍ଚ ବର୍ଷିୟ ଆବର୍ତି ଜମା ଖାତା

୪- ରାଷ୍ଟ୍ରୀୟ ବଚତ ପତ୍ର

ସୂଚନାଯୋଗ୍ୟ ଯେ, ଏହି ଖାତାରେ ଗୋଟେ ବର୍ଷ ପାଇଁ ଏଥିରେ ପାଖିପାଖି ୬.୬ ପ୍ରତିଶତ, ୨ ବର୍ଷ ପାଇଁ ୬.୭ ପ୍ରତିଶତ, ୩ ବର୍ଷ ପାଇଁ ୬.୯ ପ୍ରତିଶତ ଓ ୫ ବର୍ଷ ପାଇଁ ୭.୪ ପ୍ରତିଶତ ବଢିବ। ଏଥିରେ ଆପଣ ୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିପାରିବେ। ୫ ବର୍ଷ ପରେ ଏହା ଆଗକୁ ମଧ୍ୟ ବଢାଯାଇପାରିବ।  ଏହି ସ୍କିମ୍‌କୁ ବାରମ୍ବାର ବଢାଯାଇପାରିବ। ଅପରପକ୍ଷରେ ଯଦି ୧ଲକ୍ଷ ଟଙ୍କା ଜମା କରାଯାଏ ତାହେଲେ ୨୦ ବର୍ଷ ପରେ ଏହା ବଢି ୪.୫ ଲକ୍ଷ ଟଙ୍କା ହେବ।    

   Related Posts