ବିଶ୍ବର ସବୁଠୁ ଭୟଙ୍କର ଅଟୋମେଟିକ୍ ବନ୍ଧୁକ ବିଷୟରେ ଜାଣିଛନ୍ତି କି : ତେବେ ପଢ଼ନ୍ତୁ

Published By : Prameya-News7 Bureau | May 11, 2019 IST

ନୂଆଦିଲ୍ଲୀ ୧୧/୫: ବାୟୁଯାନ ବିଷୟରେ ତ ସମସ୍ତେ ଜାଣିଥିବେ ଯେ ଏହା ଆକାଶରେ ଉଡ଼ିଥାଏ ଏବଂ ଏହା ବ୍ୟତୀତ ଏଥିରେ ଆପଣ ବସି ଯାତ୍ରା କରିପାରନ୍ତି। ଏହାର ବ୍ୟବହାର ଯୁଦ୍ଧ ସମୟରେ କରାଯାଇଥାଏ। ଏଥିପାଇଁ ଏହାକୁ ଲଢ଼ୁଆ ବିମାନ କୁହାଯାଇଥାଏ। ଏହା ଦ୍ବାରା ଆପଣ ନିଜ ସେନାଶକ୍ତି ବଢ଼ାଇ ପାରିବେ ଏବଂ ଶତ୍ରୃକୁ ପରାସ୍ତ କରି ପାରିବେ। ଏଗୁଡ଼ିକ ମଧ୍ୟରୁ କେତେକ ଲଢ଼ୁଆ ବିମାନ ଏପରି ହୋଇଥାଏ ଯାହା ଅତ୍ୟଧିକ ଶକ୍ତିଶାଳୀ ହୋଇଥାଏ ଯାହା ସେନସର କ୍ଷମତା ରଖିବା ବ୍ୟତୀତ ଅସ୍ତ୍ରର କାମ କରିଥାଏ। ଏହା ବ୍ୟତୀତ ଏହା ଦୂରରେ ଥିବା ଶତ୍ରୃକୁ ମଧ୍ୟ ମାରିବାର କ୍ଷମତା ରଖିଥାଏ ।

ଆଜି ଆମେ ଏପରି ଏକ ବାୟୁଯାନ ବିଷୟରେ ଜାଣିବା ଯାହାର ଶକ୍ତି ବିଷୟରେ ଅନୁମାନ ଲଗାଇବା ଅସମ୍ଭବ।

ଟୈରେନିସ୍ ଏକ ଏପରି ଫାଇଟର ଏୟାରକ୍ରାଫ୍ଟ ଯାହା ବ୍ରିଟେନ୍ ଦ୍ବାରା ପ୍ରସ୍ତୁତ କରାଯାଉଛି। ୨୦୨୫ରୁ ୨୦୩୦ ମଧ୍ୟରେ ଏଡି ଫାଇଟର ଏୟାରକ୍ରାଫ୍ଟକୁ ବ୍ରିଟିଶ ସେନାରେ ସାମିଲ ହେବାର ଆଶଙ୍କା କରାଯାଉଛି। ଏହି ଏୟାରକ୍ରାଫ୍ଟର ସ୍ପିଡ ଏତେ ଅଧିକ ଯେ କାହାକୁ ଏହାର ରାଡାର ବିଷୟରେ ଜଣା ପଡ଼ିବ ନାହିଁ।

ଖାସ୍ କରି ଏହି ଅସ୍ତ୍ରକୁ ନେବା ଆଣିବା ଏବଂ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ କରାଯାଉଛି। ବିଶ୍ବର ସବୁଠୁ ଭୟଙ୍କର ବନ୍ଧୁକର ନାଁ ହେଉଛି ଅସାଲ୍ଟ ରାଇଫଲ ଏଫ ୨୦୦୦ ଯାହା ପୂରାପୂରି ଅଟୋମେଟିକ୍। କେବଳ ଏତିକି ନୁହେଁ ଏଥିରେ ୪୦ଏମଏମର ହାଲୁକା ଓଜନର ଗ୍ରେନେଡ ଲଞ୍ଚର ରହିଥାଏ। ଏହି ଭୟଙ୍କର ବନ୍ଧୁକକୁ ପ୍ରଥମ ଥର ୨୦୦୧ରେ ଆବୁଧାବିରେ ସମସ୍ତଙ୍କ ସାମନାରେ ଅଣା ଯାଇଥିଲା। ଏହି ବନ୍ଧୁକର ବିଶେଷତ୍ବ ହେଉଛି ଏହା ୫୦୦ମିଟର ଦୂର ଯାଏଁ ଏକ ମିନିଟରେ ୮୫୦ରାଉଣ୍ଡ ଗୁଳି ଚଳାଇ ପାରେ।   

{"id":110796,"width":594,"height":368}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.