Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ନୀତା ଅମ୍ବାନିଙ୍କ ବିଷୟରେ ଏହି ୪ଟି କଥା ଜାଣିଛନ୍ତି କି ?

11/08/2019 at 2:37 PM

ମୁମ୍ବାଇ ୧୧/୮: ନୀତା ଅମ୍ବାନିଙ୍କ ବାପାଙ୍କ ନାଁ ରବୀନ୍ଦ୍ର ଭାଇ ଦଲାଲ ଏବଂ ମାଆଙ୍କ ନାଁ ପୂର୍ଣ୍ଣିମା ଦଲାଲ। ତାଙ୍କ ବାପା ବିରଲା କମ୍ପାନୀର ବରିଷ୍ଠ ଅଧିକାରୀ ଥିଲେ।

ନୀତା ଅମ୍ବାନିଙ୍କର ପ୍ରିୟ ଖେଳ କ୍ରିକେଟ । ସେ ଆଇପିଏଲ୍ ମୁମ୍ବାଇ ଇଣ୍ଡିଆନ୍ କ୍ରିକେଟ ଟିମର ମାଲିକାଣୀ।

ନୀତା ଅମ୍ବାନି ପିଲାଦିନୁ ଓକିଲ ହେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ଶ୍ବଶୁର ରୋଗଗ୍ରସ୍ତ ହେବାରୁ ନୀତା ଅମ୍ବାନିଙ୍କୁ ଓକିଲାତି ପଢ଼ା ଅଧାରୁ ଛାଡ଼ିବାକୁ ପଡ଼ିଥିଲା।

ନୀତା ଅମ୍ବାନୀ ଜଣେ ଭାରତନାଟ୍ୟମ୍ ନର୍ତ୍ତକୀ । ସେ ନିଜ ଦିନର ଆରମ୍ଭ ଜାପାନ ଦେଶର ସବୁଠୁ ପୁରୁଣା ନୋରିଟେକ୍ କପରେ ଚା’ ପିଇ କରିଥାଆନ୍ତି। ଏହି କପର ମୂଲ୍ୟ ପାଖାପାଖି ୧.୫କୋଟି।

   Related Posts