Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଏହି ସୁନ୍ଦରୀ ବଲିଉଡ଼ ହେରୋଇନମାନେ ବିବାହ କରିନାହାଁନ୍ତି, ବୁଢ଼ୀହେବାକୁ ବସିଲେଣି….କିଏ କିଏ ଜାଣିବା ଆସନ୍ତୁ

6/01/2019 at 8:58 PM

ମୁମ୍ବାଇ ୬/୧- ବଲିଉଡ଼ରେ କିଛି ପିଲ୍ମ ହିରୋଇନ ବିବାହ ନ କରି କୁଆଁରୀ ରହିଛନ୍ତି । ହେଲେ ସେମାନେ ନିଜକୁ ଅଧିକ ଗ୍ଲେମରସ୍ ରଖିପାରି ନାହାଁନ୍ତି ଆଜିଦିନ ଯାଏଁ । ବିବାହ ନ କରି ରହିଯାଇଥିବା ଏହି ସୁନ୍ଦରୀମାନେ ବୁଢ଼ୀହେବାକୁ ବସିଲେଣି । ସେମାନଙ୍କୁ ମଧ୍ୟରୁ କିଏ କିଏ, ଆସନ୍ତୁ ଜାଣିବା ।

ସୁସ୍ମିତା ସେନ- ମିସ ୟୁନିଭର୍ସ ହେବାପରେ ବଲିଉଡ଼ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିଥିଲେ । ଅନେକ ସିନେମାର ଅଭିନୟ କରିବା ସହ ଚର୍ଚ୍ଚାରେ ରହିଆସିଥିବା ଏହି ହିରୋଇନଙ୍କ ବୟସ ୪୨ ବର୍ଷ ।  ସେ ବିବାହ ନ କଲେ ମଧ୍ୟ ଚେହେରାର ଚମକ ହରେଇସାରିଛନ୍ତି ।

ତବ୍ବୁ – ବଲିଉଡ଼ର ଆଉଜଣେ ଆଗଧାଡ଼ିର ହିରୋଇନ ତବ୍ବୁ, ଯାହାଙ୍କୁ ଏବେ ଛୁଇଁଛି ୪୬ ବର୍ଷ । ସେ ଅନେକ ସିନେମାର ଅଭିନୟ କରି ନିଜ କ୍ୟାରିଅର ପାଇଁ ମାଇଲଖୁଣ୍ଟ ତିଆରି କରିଯାଇଥିଲେ । ହେଲେ ଆଉ ନାହଁ ସେ ଚମକ । ସେ ହୋଇଯାଇଛନ୍ତି ବୁଢ଼ୀ ।

ଅମିଷା ପଟେଲ- କହୋ ନା ପ୍ୟାର ହୈ ର ଫେମ ଅମିଷା ପଟେଲକୁ ଛୁଇଁଛି ୪୨ ବର୍ଷ । ସେ ବି ଅବିବାହିତ ରହି କାଟୁଛନ୍ତି ଜୀବନ । ହେଲେ ନିଜର ଗ୍ଲେମରସ୍ ହରେଇସାରିଛନ୍ତି । ଆଉ ସେ ଆଗ ଭଳି ଚମକରେ ନାହାଁନ୍ତି ।

   Related Posts