ନିଜଠୁ ୧୯ ବର୍ଷ ବଡ ଅଭିନେତ୍ରୀଙ୍କୁ ଡେଟ୍‌ କରିବାକୁ ଚାହାନ୍ତି କେଏଲ୍‌ ରାହୁଲ, ଜାଣନ୍ତୁ କିଏ

Published By : Prameya-News7 Bureau | June 23, 2019 IST

ମୁମ୍ବାଇ୨୩|୬: ୱାଲର୍ଡ କପ୍‌ରେ ଖେଳି ନିଜ ପ୍ରଦର୍ଶନରୁ ଦର୍ଶକଙ୍କୁ ଇମ୍ପ୍ରେସ କରିଥିବା ଖେଲାଳି କେଏଲ୍‌ ରାହୁଲ ଏକ ସାକ୍ଷାତକାରରେ ନିଜ ମନ କଥା ପ୍ରକାଶ କରିଥିଲେ।

{"id":126122}

ପ୍ରଥମ ଥର ପାଇଁ ସେ ନିଜ ମନ କଥା ଖୋଲି କହିଥିଲେ। କେଏଲ୍‌ ରାହୁଲ ବଲିଉଡର ଜଣେ ଅଭିନେତ୍ରୀଙ୍କୁ ଡେଟ୍‌ କରିବାକୁ ଚାହାନ୍ତି। ସେ ହେଉଛନ୍ତି ମଲାଇକା ଅରୋରା।

{"id":126123}

କେଏଲ୍‌ ରାହୁଲ ମଲାଇକାଙ୍କୁ ବହୁତ ପସନ୍ଦ କରନ୍ତି। ଏହି ବିଷୟରେ ସେ କଫି ୱିଥ୍‌ କରନ ସେଟ୍‌ରେ କହିଥିଲେ। ମଲାଇକା ରାହୁଲଙ୍କଠୁ ୧୯ ବର୍ଷ ବଡ।

{"id":126127}

ଏହା ଜାଣି ମଧ୍ୟ କେଏଲ୍‌ ତାଙ୍କୁ ଡେଟ୍‌ କରିବାକୁ ଚାହିଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.