Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||

ନିଜଠୁ ୧୯ ବର୍ଷ ବଡ ଅଭିନେତ୍ରୀଙ୍କୁ ଡେଟ୍‌ କରିବାକୁ ଚାହାନ୍ତି କେଏଲ୍‌ ରାହୁଲ, ଜାଣନ୍ତୁ କିଏ

23/06/2019 at 1:55 PM

ମୁମ୍ବାଇ୨୩|୬: ୱାଲର୍ଡ କପ୍‌ରେ ଖେଳି ନିଜ ପ୍ରଦର୍ଶନରୁ ଦର୍ଶକଙ୍କୁ ଇମ୍ପ୍ରେସ କରିଥିବା ଖେଲାଳି କେଏଲ୍‌ ରାହୁଲ ଏକ ସାକ୍ଷାତକାରରେ ନିଜ ମନ କଥା ପ୍ରକାଶ କରିଥିଲେ।

ପ୍ରଥମ ଥର ପାଇଁ ସେ ନିଜ ମନ କଥା ଖୋଲି କହିଥିଲେ। କେଏଲ୍‌ ରାହୁଲ ବଲିଉଡର ଜଣେ ଅଭିନେତ୍ରୀଙ୍କୁ ଡେଟ୍‌ କରିବାକୁ ଚାହାନ୍ତି। ସେ ହେଉଛନ୍ତି ମଲାଇକା ଅରୋରା।

କେଏଲ୍‌ ରାହୁଲ ମଲାଇକାଙ୍କୁ ବହୁତ ପସନ୍ଦ କରନ୍ତି। ଏହି ବିଷୟରେ ସେ କଫି ୱିଥ୍‌ କରନ ସେଟ୍‌ରେ କହିଥିଲେ। ମଲାଇକା ରାହୁଲଙ୍କଠୁ ୧୯ ବର୍ଷ ବଡ।

ଏହା ଜାଣି ମଧ୍ୟ କେଏଲ୍‌ ତାଙ୍କୁ ଡେଟ୍‌ କରିବାକୁ ଚାହିଁନ୍ତି।

   Related Posts