Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

‘ହାପି ବାର୍ଥ ଡେ ମାଇଁ ଲଭ’, ଏମିତି ଲେଖି ଆଥିୟାଙ୍କ ଫଟୋ ସେୟାର କଲେ କେ.ଏଲ୍ ରାହୁଲ

6/11/2021 at 10:09 AM

ନୂଆଦିଲ୍ଲୀ ୦୬।୧୧ : ଭାରତୀୟ ଟିମ୍‌ର ଖେଳାଳୀ କେ.ଏଲ. ରାହୁଲ ସୁନିଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀଙ୍କୁ ଡେଟ୍‌ କରୁଛନ୍ତି । ହେଲା ଏହା ସମସ୍ତେ ଜାଣିଛନ୍ତି କି ଦୁହେଁ ଏକାଠି ବୁଲୁଛନ୍ତି ଦୁହିଁଙ୍କୁ ଏକାଠି ପ୍ରାୟତଃ ସ୍ପଷ୍ଟ ମଧ୍ୟ କରା ଯାଉଛି । ଏହା ଏହା ପୂର୍ବରୁ କ୍ରିକେଟ ଦଳ ୟୁଏଇ ଯାଇଥିବା ବେଳେ ଆଥିଆ ମଧ୍ୟ ଯାଇଥିଲେ । ଦୁହେଁ ଖୋଲା ଖୋଲି ଭାବେ ଫଟୋ ସେୟାର କରୁଛନ୍ତି ।

ହେଲେ ଆଜି ଆଥିଆ ସେଟ୍ଟୀଙ୍କ ଜନ୍ମ ଦିନ ଅବସରରେ କେ.ଏଲ ରାହୁଲ ତାଙ୍କ ଖାସ୍‌ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ଯାହାକି ଏହି ପୋଷ୍ଟରେ କେବଳ ପ୍ରେମ ଦେଖା ଯାଇଥିବା ବେଳେ ଖୁବ୍‌ ଭାଇରାଲ୍‌ ହେଉଛି । ଯେଉଁଥିରେ ଲେଖାଯାଇଛି କି, ଏହି ପୋଷ୍ଟରେ ସେ ଲେଖିଛନ୍ତି କି  ହାପି ବାର୍ଥ ଡେ ମାଇଁ ଲଭ…

ଦୁହେଁ ତାଙ୍କ ସମ୍ପର୍କକୁ ନେଇ କୌଣସି ଘୋଷଣା କରିନଥିବା ବେଳେ ଫଟୋ ସେୟାର କରିଥାନ୍ତି । କିନ୍ତୁ କୁହାଯାଉଛି କି ଦୁହେଁ ଭଲ ବନ୍ଦୁ । ହେଲେ ବର୍ତ୍ତମାନ ସେ ଯାହା ଖାସ ନୋଟ୍‌ରେ ଲେଖିଛନ୍ତି ତାହା ତାଙ୍କ ସମ୍ପର୍କ ବନ୍ଧୁ ନୁହେଁ ବରଂ ପ୍ରେମ ଆଡକୁ ଟାଣି ନେଇଛି। ଯାହା ଏବେ କ୍ରିକେଟ ଜଗତରେ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

   Related Posts