୪୮ ରନ କରି ଆଉଟ ହେଲେ କେ.ଏଲ.ରାହୁଲ : ଭାରତ ୯୮/୨(୨୧ ଓଭର)
27/06/2019 at 4:17 PM

ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଚାଲିଥିବା ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଙ୍ଗ କରୁଛି । ଭାରତର ଦ୍ୱୀତୀୟ ୱିକେଟର ପତନ ଘଟିଛି । କେ.ଏଲ ରାହୁଲ ୬୪ଟି ବଲ ଖେଳି ୬ଟି ଚୌକା ସହାୟତାରେ ୪୮ ରନ କରି ଆଉଟ୍ ହୋଇଛନ୍ତି । ମ୍ୟାଚର ୨୧ତମ ଓଭରରେ ଦଳର ରନ ୯୮ ଥିବାବେଳେ ହୋଲ୍ଡରଙ୍କ ବଲରେ ରାହୁଲ ବୋଲ୍ଡ ହୋଇଛନ୍ତି ।