Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆଇପିଏଲ୍ ସିଜନ୍ -୧୧ରେ କ୍ଵାଲିଫାୟର ଖେଳିବାକୁ ଯେ।ଗ୍ୟତା ଅର୍ଜନ କରିଛି କେକେଆର୍

24/05/2018 at 5:48 AM

ଆଇପିଏଲ୍ ସିଜନ୍ -୧୧ରେ କ୍ଵାଲିଫାୟର ଖେଳିବାକୁ ଯେ।ଗ୍ୟତା ଅର୍ଜନ କରିଛି କେକେଆର୍ । ବୁଧବାର ଏଲିମିନେଟର ମ୍ୟାଚ୍ ରେ ରାଜସ୍ଥାନ ରୟାଲସକୁ ୨୫ ରନ୍ ରେ ହରାଇଛି କେ।ଲକାତା । ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଦିନେଶ କାର୍ତ୍ତିକଙ୍କ ଅର୍ଦ୍ଧଶତକ ଓ ଆନ୍ଦେ ରସେଲଙ୍କ ବିସ୍ଫେ।ରକ ଇନିଂସ ବଳରେ ୭ ୱିକେଟ ହରାଇ ୧୬୯ ରନ୍ କରିଥିଲା କେ।ଲକାତା ନାଇଟ ରାଇର୍ଡସ । ପରେ ସଞ୍ଜୁ ସାମ୍ ସନଙ୍କ ଅର୍ଦ୍ଧଶତକ ଓ ଅଜିଙ୍କ୍ୟ ରାହାଣେଙ୍କ ଳଢ଼ୁଆ ଇନିଂସ ସ୍ବତ୍ତେ ଭଲ ସ୍ଥିତିରେ ଥିବା ରାଜସ୍ଥାନ ୪ ୱିକେଟ ହରାଇ ୧୪୪ ରନ୍ କରିପାରିଥିଲା । ଏହି ପରାଜୟ ସହ ରାଜସ୍ଥ।ନ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି । ଆସନ୍ତା ଶୁକ୍ରବାର ସନରାଜର୍ସ ହାଇଦ୍ରାବାଦ ସହ କେ।ଲକାତା କ୍ବ।ଲିଫାୟର ମ୍ୟାଚ୍ ଖେଳିବ ।

Leave a Reply

   Related Posts