ସାଲେପୁର ୧୪।୧୨ - ଜଗତପୁର ଥାନାର ଖଣ୍ଡେଇ ହୋଟେଲ ନିକଟରେ ବାଇକରେ ଯାଉଥିବା ବେଳେ ବେକରେ ଗୁଡ଼ି ସୁତା ଲାଗି ଯୁବକ ବେକ କଟି ଯିବାରୁ ଗୁରୁତର ହୋଇଥିଲେ । ତାଙ୍କୁ ଏକ ଘରୋଇ ହସପିଟାଲରେ ଚିକିତ୍ସା କରାଯାଇଥିଲା।ଯୁବକ ଜଣକ ଜଗତପୁର ଏକ କମ୍ପାନୀ ଚାକିରୀ କରନ୍ତି।କମ୍ପାନୀ ରୁ ବାଇକ ରେ ଜଗତପୁର ଗୋଲେଇ ଛକକୁ ଯାଉଥିବା ସମୟରେ ଏଭଳି ଘଟଣା ଘଟିଛି।ଯୁବକ ଜଣକ ଛତିଆ ଅଞ୍ଚଳର ମନୋରଞ୍ଜନ ସାହୁ।
ଉପ-ନିର୍ବାଚନ ଲଢିବେ କଳ୍ପନା ସୋରେନ୍, ମେ ୨୦ ରେ ଭାଗ୍...