ଗଙ୍ଗପଡା ନିକଟରେ ଅଜଣା ଗାଡି ଧକ୍କାରେ ଜଣେ କିନ୍ନର ମୃତ

Published By : Prameya-News7 Bureau | September 16, 2018 IST

ଭୁବନେଶ୍ବର ୧୬|୯: ଭୁବନେଶ୍ବର ଗଙ୍ଗପଡା ନିକଟରେ ସଡକ ଦୁର୍ଘଟଣା ହୋଇଛି । ସ୍କୁଟିକୁ ଧକ୍କାଦେଲା ଅଜଣା ଗାଡି । ଦୁର୍ଘଟଣାରେ ଜଣେ କିନ୍ନରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେ।ଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଯାଇଛି ।ବର୍ତ୍ତମାନ ପର୍ଯ୍ୟନ୍ତ ମୃତ କିନ୍ନରଙ୍କ ପରିଚୟ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.