Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

କୂଅରୁ ଷୋହଳ ଫୁଟ୍‌ର ଅହିରାଜ ଉଦ୍ଧାର, ଧରିଲେ ଫଁ ଫଁ ହୋଇ ମାଡ଼ିଆସୁଛି, ଦେଖନ୍ତୁ ଭିଡିଓ

6/11/2021 at 11:13 PM

ବାରିପଦା ୦୬/୧୧: ମୟୂରଭଞ୍ଜ ଜିଲ୍ଲା ଡୁକୁରା ରେଞ୍ଜ ଅନ୍ତର୍ଗତ ବଣିଆବସା ନୂଆଗାଁ ଅଞ୍ଚଳରୁ ଏକ ବିରାଟକାୟ ଅହିରାଜ ଉଦ୍ଧାର ହୋଇଛି । ଏହି ଗ୍ରାମର ଜନୈକ ବ୍ୟକ୍ତିଙ୍କ କୂଅରେ ଏକ ସାପ ପଡ଼ିଯାଇ ଥିବାର ଜାଣି ସ୍ଥାନୀୟ ବାସିନ୍ଦା ବନବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ସାପ ଉଦ୍ଧାରକାରୀ ସଦସ୍ୟ କୃଷ୍ଣଚନ୍ଦ୍ର ଗଚ୍ଛାୟତଙ୍କ ଟିମ୍ ଏବଂ ବିଭାଗୀୟ ଡ଼ାକ୍ତର ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟିର ଲମ୍ବ ପ୍ରାୟ ୧୬ ଫୁଟ ହୋଇଥିବା ବେଳେ ଏହା ଅଣ୍ଡିରା ବୋଲି ଜଣାପଡିଛି । ଉଦ୍ଧାର ପରେ ବନବିଭାଗର ଡାକ୍ତର ଏହାର ସ୍ୱାସ୍ଥ୍ୟ ପରୀକ୍ଷା କରି ଶିମିଳିପାଳ  ଜଙ୍ଗଲରେ ଛାଡି ଦେଇଛନ୍ତି ।

   Related Posts