ନୀଳଗିରି ୧୪|୩ : ବାଲେଶ୍ଵର ଜିଲ୍ଲା ନୀଳଗିରି କୁଲଡିହା ଅଭୟାରଣ୍ୟ ସୀମାନ୍ତ କାଳିଝାଟି ଗାଁ ନିକଟରୁ ୧୬ ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ସାପଟି ଆହତ ହୋଇ ଗର୍ଜନ କରୁଥିବା ବେଳେ ଗ୍ରାମବସୀ ଦେଖି ବନବିଭାଗକୁ ଖବର ଦେଇଥିଲେ। ସାପ ବିଶେଷଜ୍ଞ ତଥା ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ପ୍ରକାଶ ମର୍ଦ୍ଦରାଜ ତାଙ୍କ ଟିମ୍ ସହ ପହଂଚି ସାପଟିକୁ ଉଦ୍ଧାର କରିଥିଲେ। ସାପ ଦେହରେ ଆଘାତ ଲାଗିଥିବାରୁ ତାକୁ ନୀଳଗିରି ପଶୁ ଡାକ୍ତରଖାନା ଆଣି ଚିକିତ୍ସା କରାଯାଇଛି। ପରେ ତାକୁ ବନବିଭାଗ ସହାୟତାରେ କୁଲଡିହା ଅଭୟାରଣ୍ୟରେ ଛଡାଯାଇଛି ।
ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା, କିଛି...