Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

୧୬ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

14/03/2019 at 2:21 PM

ନୀଳଗିରି ୧୪|୩ : ବାଲେଶ୍ଵର ଜିଲ୍ଲା ନୀଳଗିରି କୁଲଡିହା ଅଭୟାରଣ୍ୟ ସୀମାନ୍ତ କାଳିଝାଟି ଗାଁ ନିକଟରୁ ୧୬ ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ସାପଟି ଆହତ ହୋଇ ଗର୍ଜନ କରୁଥିବା ବେଳେ ଗ୍ରାମବସୀ ଦେଖି ବନବିଭାଗକୁ ଖବର ଦେଇଥିଲେ। ସାପ ବିଶେଷଜ୍ଞ ତଥା ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ପ୍ରକାଶ ମର୍ଦ୍ଦରାଜ ତାଙ୍କ ଟିମ୍ ସହ ପହଂଚି ସାପଟିକୁ ଉଦ୍ଧାର କରିଥିଲେ। ସାପ ଦେହରେ ଆଘାତ ଲାଗିଥିବାରୁ ତାକୁ ନୀଳଗିରି ପଶୁ ଡାକ୍ତରଖାନା ଆଣି ଚିକିତ୍ସା କରାଯାଇଛି। ପରେ ତାକୁ ବନବିଭାଗ ସହାୟତାରେ କୁଲଡିହା ଅଭୟାରଣ୍ୟରେ ଛଡାଯାଇଛି ।

   Related Posts